Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ଖେଳ

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଟୁର୍ନାମେଂଟ୍ ଉଦଯାପିତ. ସୁଆଁଙ୍ଗ ଚମ୍ପିୟାନ।

ଖୋର୍ଦ୍ଧାLR NEWS(-୧୯/୨/୨୩) ଖୋରଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଳାଶପୁର ଦଳକୁ ୩୮ରନରେ ହରାଇ ଭୁବନେଶ୍ୱରର ସୁଆଁଗ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ଫାଇନାଲରେ ସୁଆଁଙ୍ଗ ଓ ପଳାଶପୁର।

ଖୋର୍ଦ୍ଧା-LR NEWS (୧୭/୦୨/୨୩)ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଗଙ୍ଗପଡ଼ା ଦଳକୁ ୮ଉଇକେଟରେ ହରାଇ ସୁଆଁଗ ଦଳ ପ୍ରଥମ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ, ୨ୟ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ସେମିରେ ବାଲିଆପଡ଼ା ଓ ଗଙ୍ଗପଡ଼ା।

ଖୋର୍ଦ୍ଧା(LR NEWS୧୬/୦୨/୨୩)-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଦେଉଳଟାଙ୍ଗୀ ଦଳକୁ ୬ଉଇକେଟରେ ହରାଇ ବାଲିଆପଡ଼ା ଦଳ ବିଜୟ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ସେମିରେ ସୁଆର୍ଙ୍ଗ ଓ ପଳାଶପୁର।

ଖୋର୍ଦ୍ଧାLR NEWS-୧୫/୦୨/୨୩)ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ମେଣ୍ଢାଶାଳ ଦଳକୁ ୫୬ରନରେ ହରାଇ ସୁଆଁଙ୍ଗ ଦଳ ବିଜୟ ହୋଇଥିବା
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ , କଲ୍ୟାଣପୁର ଓ ଦେଉଳଟାଙ୍ଗୀ ବିଜୟୀ।

ଖୋର୍ଦ୍ଧା-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଗୁଡ଼ୁମ ଦଳକୁ ୬ଉଇକେଟରେ ହରାଇ କଲ୍ୟାଣପୁର ଦଳ ବିଜୟ ହୋଇଥିବା ବେଳେ, ୨ୟ ମ୍ୟାଚରେ କୁମାରବସ୍ତ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ , ମେଣ୍ଢାଶାଳ ଓ ପଳାଶପୁର ବିଜୟୀ

ଖୋର୍ଦ୍ଧା-(LR NEWS) ୧୨/୦୨/୨୦୨୩:ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଆଜି ପ୍ରଥମ ମ୍ୟାଚ ପାନବରଜ ଓ ମେଣ୍ଢାଶାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୧୬ ଓଭର ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ପାନବରଜ ଦଳ ୮ୱିକେଟ ହରାଇ ୧୭୪ ରନ କରିଥିଲେ।ଦଳ ପକ୍ଷରୁ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଉଦଘାଟିତ, ସୁଆଁଗ ଓ ବାଲିଆପଡ଼ା ବିଜୟୀ

ଖୋର୍ଦ୍ଧା-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍ । ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ
Read More...

କୋଣାର୍କ ନଗର ବିକାଶ ପରିଷଦ ତରଫ ରୁ ସପ୍ତମ ଜିଲ୍ଲା ସ୍ତରୀୟ badminton tournament ଟି ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା, LR NEWS, କୋଣାର୍କ ନଗର ବିକାଶ ପରିଷଦ ତରଫ ରୁ ସପ୍ତମ ଜିଲ୍ଲା ସ୍ତରୀୟ badminton tournament ଟି ତା୨୩-୧୨-୨୨ରିଖ ଠାରୁ ଆରମ୍ଭ ହୋଇ ତା ୨୫-୧୨-୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି tournament ରେ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲା ରୁ ୧୦୨ ଟି team ଅଂଶ ଗ୍ରହଣ
Read More...

ସନ୍ ରାଇଜ୍ ସ୍ପୋର୍ଟ ଆସୋସିଏସନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା (LR Newsପ୍ରଦୀପ୍ତ ମହାନ୍ତି)-ସନ୍ ରାଇଜ୍ ସ୍ପୋର୍ଟ ଆସୋସିଏସନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,ବେଗୁନିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ମହୋଦୟ ଯୋଗ ଦେଇ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ
Read More...

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମରେ ମା ମହାମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲସରା ବିଧାୟକ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୬.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମରେ ମା ମହାମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଅୟୋଜକ ଦଳ
Read More...