ଖୋର୍ଦ୍ଧା, LR NEWS, କୋଣାର୍କ ନଗର ବିକାଶ ପରିଷଦ ତରଫ ରୁ ସପ୍ତମ ଜିଲ୍ଲା ସ୍ତରୀୟ badminton tournament ଟି ତା୨୩-୧୨-୨୨ରିଖ ଠାରୁ ଆରମ୍ଭ ହୋଇ ତା ୨୫-୧୨-୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି tournament ରେ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲା ରୁ ୧୦୨ ଟି team ଅଂଶ ଗ୍ରହଣ କରିଥିଲେ। ଏହି tournament ଟି ତିନି ଭାଗରେ ବିଭକ୍ତ କରାଯାଇଥିଲା ଯଥା indoor, outdoor, ଏବଂunder15। ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ପଟ୍ଟନାୟକ ଉକ୍ତ tournament ଟିକୁ ପରିଚାଳନା କରିଥିଲେ।