Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ), କଟକଙ୍କ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା ।

ଖୋର୍ଦ୍ଧା LR MEWS-ତା୨୮.୮.୨୦୨୪ ରିଖ ଆଜି ପୂର୍ବାହ୍ନ୧୦.୦୦ ଘଟିକା ରେ ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ) ହେମନ୍ତ କୁମାର ନାୟକ, କଟକଙ୍କ ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା କରିଛନ୍ତି ।ତାଙ୍କର ଆଗମନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,
Read More...

ଗିରିଙ୍ଗାପୁଟରେ ଛାତ୍ରୀମାନଙ୍କଦ୍ୱାରା କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ମେଣ୍ଢାଶାଳ LR NEWS - ଭୂବନେଶ୍ଵର ର ଗିରିଙ୍ଗାପୁଟ ଗ୍ରାମରେ ଶିକ୍ଷା ଓ ଅନୁସନ୍ଧାନ କୃଷି ମହାବିଦ୍ୟାଳୟ(ସୋଆ) ତରଫରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଦ୍ୱାରା ଏକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଚତୁର୍ଥବର୍ଷ ଛାତ୍ରୀ ଗୋଷ୍ଠୀ(ଜି-୯) ଏହି ପ୍ରଶିକ୍ଷଣକୁ ପରିଚାଳନା
Read More...

ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କୁ…

LR NEWS- ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଗୁଡିକ ସମ୍ପର୍କ ରେ ତା ୨୪/୭/୨୪ ରିଖ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଆଜି ଖୋର୍ଦ୍ଧା ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ
Read More...

ନନ୍ଦପୁରରେ “ମା ପାଇଁ ଗଛଟିଏ” କାର୍ଯ୍ଯକ୍ରମ ଏବଂ ଚାରା ବଣ୍ଟନ ।

LR NEWS ଖୋର୍ଦ୍ଧା ବ୍ଳକ ନନ୍ଦପୁରଠାରେ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ମଙ୍ଗରାଜଙ୍କ ସହଧର୍ମିଣୀ ସ୍ବର୍ଗୀୟା କମଳିନୀ ମଙ୍ଗରାଜଙ୍କ ୯ମ ପୂଣ୍ଯତିଥି ଅବସରରେ, ତା ୨୨/୭/୨୪ ରିଖ। ପି.ସି.ମଙ୍ଗରାଜ ଫାଉଣ୍ତେସନ୍ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ "ମା ପାଇଁ ଗଛଟିଏ"
Read More...

ହଳଦିପଦା ସ୍କୁଲରେ ଲାଗିଲା ୧୧୭ ଚାରା ଚାରାରୋପଣ ପରିବେଶ ସନ୍ତୁଳନ ଆଣିବ।

ଖୋର୍ଦ୍ଧା, : ବ୍ୟାଙ୍କ ଅଫ ବରୋଦା(ବିଓବି) ଖୋର୍ଦ୍ଧା ଶାଖା ପକ୍ଷରୁ ବିଓବି ୧୧୭ବର୍ଷ ଅବସରରେ ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡାଅର୍ଜୁନପୁର ଫଚାୟତ ଅନ୍ତର୍ଗତ ହଳଦିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ତା ୨୨/୭/୨୪ରିଖ ରେ ବ୍ୟାଙ୍କ କତୃପକ୍ଷ, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,
Read More...

ଖୋର୍ଦ୍ଧା କପ୍ ଉଦଯାପିତ

ଖୋର୍ଦ୍ଧା LR MEWS :୨୦/୦୫/୨୪ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡ଼ିଆରେ ଖୋର୍ଦ୍ଧା କ୍ରିକେଟ ଆନୁକୁଲ୍ୟରେ ଖୋର୍ଦ୍ଧା କପ୍ ୨୦୨୪ ଟେନିସ ବଲ୍ ହଂଗାମା ସଫଳତା ର ସହିତ ଶେଷ ହୋଇଛି।ଏଥିରେ ପୌର ପରିଷଦ ର ୨୪ ଟି ଦଳ ଭାଗ ନେଇଥିଲେ।ତିନୋଟି ଗ୍ରୁପ୍ ରେ ଖେଳ
Read More...

ବରିଷ୍ଠ ଆଇଜୀବୀ ସନତ ପଟ୍ଟନାୟକ ଘରେ ପାଳିଲେ ମାତୃ ଦିବସ।

ଖୋର୍ଦ୍ଧା LR NEWS ( ୧୨/୪/୨୪)-ମାଆ' । ସଂସାରର ଯେତେ ଶ୍ରଦ୍ଧା- ମା'ଠୁ ଆରମ୍ଭ, ମା'ରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ
Read More...

ହାସ୍ୟ ସୃଷ୍ଟିକରେ ସଂସାରରେ ଶାନ୍ତି ପ୍ରତିଷ୍ଠା।

ଖୋର୍ଦ୍ଧା LR NEWS -ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା
Read More...

ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ସାମ୍ବାଦିକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ଖୋର୍ଦ୍ଧା LR MEWS -୨୦୨୪ସାମ୍ବାଦିକ ସ୍ୱାଧୀନତାର ମୂଳ ମୂଲ୍ୟବୋଧକୁ ସମ୍ମାନ ଦେବା ଏବଂ ସାମ୍ବାଦିକମାନଙ୍କ ସ୍ବାଧୀନତାକୁ ବିପଦମୁକ୍ତ କରି ରଖିବା ପାଇଁ ପ୍ରତିବର୍ଷ ୩ ମଇରେ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ” ପାଳନ କରାଯାଏ।ଏହା ସାମ୍ବାଦିକତା କ୍ଷେତ୍ରରେ କ୍ୟାରିୟର କରିବା ପାଇଁ
Read More...

ବିଶ୍ବ ଶ୍ରମିକ ଦିବସରେ ଆଜି ବି ସମ୍ମାନରୁ ଦୂରରେ, ହକ୍‌ରୁ ବଞ୍ଚିତ ଶ୍ରମିକ । ଆସନ୍ତୁ ଶୁଣିବା କଣ କହୁଛନ୍ତି ବିଶିଷ୍ଟ…

LR MEWS ଖୋର୍ଦ୍ଧା -ବିଶ୍ବ ଶ୍ରମିକ ଦିବସ । ସମାଜ ପ୍ରତି କର୍ମଚାରୀ ଓ ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମିକ କଥା ପଡିଲେ ମନକୁ ଆସେ, ଶୁଖିଲା ମୁହଁ, ମୁଣ୍ଡରେ ଠେକା ଏବଂ ଝାଳ
Read More...