Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜନୀତି

ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୨୬.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ବିଜେଡ଼ି ସୁପ୍ରିମୋ ତାଙ୍କ
Read More...

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଶ୍ରୀ ଶ୍ରୀ ମୁକ୍ତେଶ୍ଵରଙ୍କ ପବିତ୍ର ପ୍ରାଙ୍ଗଣରେ ମହାଶିବରାତ୍ରୀ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଶ୍ରୀ ଶ୍ରୀ ମୁକ୍ତେଶ୍ଵରଙ୍କ ପବିତ୍ର ପ୍ରାଙ୍ଗଣରେ ମହାଶିବରାତ୍ରୀ ଉପଲକ୍ଷେ ନୃତ୍ୟ ଓ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ
Read More...

ବିଜେଡ଼ି ର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ୧୯ ନୂଆ ୧୪ ପୁରୁଣା ମୁହଁ

ଭୁବନେଶ୍ୱର.(LR News21/2 ରସ୍ନା ରାଣୀ ହରିଚନ୍ଦନ) ବିଜେଡ଼ି ୩୩ ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି ୧୯ ନୂଆ ୧୪ ପୁରୁଣା ମୁହଁ
Read More...

ବିଜେଡ଼ି ର ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ୧୯ ନୂଆ ମୁହଁ ୧୪ ପୁରୁଣା ମୁହଁ

ଗଞ୍ଜାମ, (LR News , ଟୁକୁନା ପ୍ରଧାନ, ୨୧.୦୨.୨୦୨୦) - : ଆଜି ବିଜେଡି ର ନୂଆ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ପାଇଁ ବରିଷ୍ଠ ବି ଜେ ଡି ନେତା ତଥା ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ନିଯୁକ୍ତି ଦିଆଯାଇଛି
Read More...

ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି
Read More...

ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି
Read More...

ନୂଆ ମୁହଁ, ନୂଆ ଯୋଶ୍‌ ନେଇ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବ ବିଜେପି

ନୂଆଦିଲ୍ଲୀ: ଛତିଶଗଡ଼ରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ଲୋକସଭା ନିର୍ବାଚନରେ ଆଉ କୌଣସି ପ୍ରକାରର ‘ରିସ୍କ’ ମୁଣ୍ଡାଇବାକୁ ଚାହୁଁନାହିଁ। ସେଥିପାଇଁ ଛତିଶଗଡ଼ର ୧୧ଟି ଲୋକସଭା ଆସନ
Read More...

୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବିଏସ୍‌ପି ମୁଖ୍ୟ ମାୟାବତୀ

ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ବୁଧବାର ଦିନ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ କହିଛନ୍ତି ସେ ଉତ୍ତର ପ୍ରଦେଶରେ ତାଙ୍କ ଦଳ ଓ ସମାଜବାଦୀ ପାର୍ଟିର ସହଯୋଗୀମାନଙ୍କୁ ସଫଳତା ହାସଲ କରାଇବାରେ ସହଯୋଗ କରିବେ।
Read More...

ଆଜି ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀଗସ୍ତ କରିବେ ପ୍ରିୟଙ୍କା

ଲକ୍ଷ୍ମୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଦ୍ରା ନିର୍ବାଚନ ପ୍ରଚାର ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି। ଏହି କ୍ରମରେ ସେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ କ୍ଷେତ୍ର ବାରାଣାସୀଗସ୍ତ କରିବେ। ପ୍ରିୟଙ୍କାଙ୍କ ଏହି ଗସ୍ତକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ
Read More...

ବିଜେପି ଆରମ୍ଭ କଲା ‘ମୈଁ ଭି ଚୌକିଦାର୍‌ ଅଭିଯାନ’, ଆଜି ୨୫ ଲକ୍ଷ ‘ଚୌକିଦାର’ଙ୍କୁ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଆଉ ମାସେରୁ କମ୍‌ ଥିବା ବେଳେ ଭାରତୀୟ ଜନତା ପାଟି ନିଜର ‘ମୈଁ ଭି ଚୌକିଦାର ଅଭିଯାନକୁ ତୀବ୍ରତର କରୁଛି। ବୁଧବାର ଦିନ ଅଡିଓ ବ୍ରିଜ୍‌ ଟେକ୍ନୋଲଜି ଜରିଆରେ ସମଗ୍ର ଦେଶର ୨୫ ଲକ୍ଷ ଚୌକିଦାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଭିଭାଷଣ ପ୍ରଦାନ
Read More...