Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ଅପରାଧ

ନୂଆ ଡିସିପିଙ୍କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଭିଜିଲାନ୍ସର ମହିଳା ଡ଼ିଏସପିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ…

ଭୁବନେଶ୍ୱର:-(LR NEWS)ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ଏଠାରେ ପୋଲିସ ମଧ୍ୟ ସୁରକ୍ଷିତ ନୁହଁନ୍ତି। ପୂର୍ବରୁ ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ।କିନ୍ତୁ ଏବେ ଏହି ଲୁଟେରା ଗ୍ୟାଙ୍ଗ ପୋଲିସକୁ ଟାର୍ଗେଟ କରି ଲୁଟ କରୁଛନ୍ତି। 
Read More...

ଖୋର୍ଦ୍ଧା ପୋଲିସ୍ ର ବଡ଼ ସଫଳତା

ଖୋର୍ଦ୍ଧା ( LR NEWS ୮/୭/୨୦) ଦଧିମାଛଗାଡ଼ିଆ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା ଅଧୀନ
Read More...

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଚାରି ମାଓବାଦୀ ମୃତ।

ଗଞ୍ଜାମ , (LR NEWS, ୦୬.୦୭.୨୦୨୦) - : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା ଗତକାଲି ସକାଳୁ ସକାଳୁ ବାଂଶଧାରା ଘୁମୁସର ନାଗବଳି ମାଓସଂଘଠନ ସହିତ କନ୍ଧମାଳ ପୋଲିସର ଏସ ଓ ଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଚାରି କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କନ୍ଧମାଳ
Read More...

ନିଖୋଜ ଯୁବକର ମୃତଦେହ ପୋଖରିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା ଖଲ୍ଲିକୋଟ ପୋଲିସ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୨.୦୭. ୨୦୨୦) - : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ପଞ୍ଚାୟତର ନୂତନ ବ୍ରହ୍ମପୁରର ଉଦୟ ପାଣ୍ଡିଙ୍କ ଏକ ମାତ୍ର ପୁଅ ତାରିଣୀ ପାଣ୍ଡି , ବୟସ ୨୦ ବର୍ଷ , ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ
Read More...

ଭୋଗଡା ଡକାୟତି ଘଟଣାରେ ମୂଖ୍ୟ ଅଭିଯୁକ୍ତ ସମେତ ୫ଗିରଫ।

ଖୋର୍ଦ୍ଧା (LR NEWS ୨/୭/୨୦) ଭୋଗଡ଼ା ବୋମାମାଡ଼ ଓ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଗିରଫ ଜଣେ ମହିଳା ସାମିଲ ।ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ।ସେମାନଙ୍କ ଠାରୁ ଦୁଇଟି ବାଇକ,ଭୁଜାଲି ଆଦି ମାରଣାସ୍ତ୍ର , ଚାରୋଟି ଜୀବନ୍ତ ବୋମା,ଅଢେଇ କେଜିରୁ ଉର୍ଦ୍ଧ୍ବ ରୂପା,68 ଗ୍ରାମ
Read More...

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ, ଚୋରା ଦେଶୀ ମଦ ବେପାରୀ ଗିରଫ ।

ଗଞ୍ଜାମ , (LR NEWSଟୁକୁନା ପ୍ରଧାନ , ୦୨.୦୭.୨୦୨୦) - : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ
Read More...

କୁହୁଡି ଫାଣ୍ଡି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା, ୪ ଆହତ।

ଖୋର୍ଦ୍ଧା , ( LR NEWS ପ୍ରଧାନ ୨୮.୦୬.୨୦୨୦) - : ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସ୍ ର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ଗୋଟିଏ
Read More...

ଅସଂଯତ ଅବସ୍ଥାକୁ ବିରୋଧ କରି ଲହୁଲୁହାଣ ହେଲେ ଯୁବକ

ଅାଠମଲ୍ଲିକ(LR NEWS:15/06/2020):ଅସଂଯତ ଅବସ୍ଥାକୁ ବିରୋଧ କରିବା ପଡିଲା ମହଙ୍ଗା । ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ତୃତୀୟ ବ୍ୟକ୍ତି |ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା, ବଡହୁଲା ନର୍ସରୀ ନିକଟରେ ଘଟିଛି । ବଡହୁଲା ଗ୍ରାମର ଅଜିତ ଦେହୁରୀ ନାମକ
Read More...

ଛେଳି ବେପାରୀଙ୍କ ଠାରୁ ୧୬ ଲକ୍ଷ ଲୁଟ ଘଟଣା ରେ ୧୧ ଗିରଫ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୬.୨୦୨୦)-: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଇଲାକା ର ବାଦଗଡ ଗ୍ରାମ ନିକଟରୁ ସୋରଡା ଅଞ୍ଚଳ ର ତିନି ଛେଳି ବେପାରୀଙ୍କ ଠାରୁ ଗତ ମାସ ୨୭ ତାରିଖ ମଧ୍ୟ ରାତ୍ର ରେ କିଛି ଦୁର୍ବୁର୍ତ ମାରଣ ଅସ୍ତ୍ର ଦେଖାଇବା ସହ ଆକ୍ରମଣ କରି ୧୬ ଲକ୍ଷ ରୁ
Read More...

ଖଲ୍ଲିକୋଟ ଓ ରମ୍ଭା ଅଞ୍ଚଳରେ ଅବକାରୀ ଚଢ଼ାଉ, ତିନ ଗିରଫ ସହ ଦୁଇ ମୋଟର ସାଇକେଲ ଜବତ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୫.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦିନ ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର , ଛତ୍ରପୁର,ଉମାକାନ୍ତ ସ୍ୱାଇଁ
Read More...