Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ।

ଖୋର୍ଦ୍ଧା LR NEWS - ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ । ପାଣିର ସର୍ବୋତ୍ତମ ବ୍ୟବହାର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସମ୍ବୃଦ୍ଧ କରିବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା । ଖୋର୍ଦ୍ଧା ତା ୧୩.୦୧.୨୦୨୬ ରିଖ: ଜଳ ହିଁ ଜୀବନ । ଜଳ ସମ୍ପଦର ସୂ ବିନିଯୋଗ ଏବଂ ଜଳର
Read More...

ଅବ୍ୟକ୍ତ ହରିହର ଖାଡ଼ଙ୍ଗା ହେଲେ ଯୁବ ବିଜେଡି ରାଜ୍ୟ ଉପସଭାପତି।

ଖୋର୍ଦ୍ଧା LR NEWS:୨୮/୧୨/୨୫:ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ପଦୋନ୍ନତି ପାଇ ନିଯୁକ୍ତ ହୋଇଛନ୍ତି।ଗତ ୨୦୨୦ ରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା କେଉଁଝର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।ବହୁ
Read More...

ଡିସେମ୍ବର ୧୦, ୨୦୨୫: ମାନବ ଅଧିକାର ଦିବସ |ଡକ୍ଟର ପ୍ରଭାତ କୁମାର ମିଶ୍ର, ରାଜ୍ୟ ସଭାପତି ଭଏସ ଅଫ୍ ମିଡିଆ।

ପ୍ରତିବର୍ଷ ୧୦ ଡିସେମ୍ବରରେ "ମାନବ ଅଧିକାର ଦିବସ" ପାଳନ କରାଯାଏ | ଏହା ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଗ୍ରହଣ କରିଥିଲା। ମାନବ ଅଧିକାର ଦିବସର ଆନୁଷ୍ଠାନିକ ଆରମ୍ଭ ୧୯୫୦ ମସିହାରୁ ହୋଇଥିଲା, ମିଳିତ ଜାତିସଂଘ ଏକ ସଂକଳ୍ପ ପାରିତ
Read More...

ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଖୋର୍ଦ୍ଧାLR NEWS ତା ୦୯/୧୨/୨୫ରିଖ: ଗତକାଲି ସୋମବାର ପୂର୍ବାହ୍ନରେ ପଲ୍ଲୀରେ ପ୍ରଶାସନ ଜିଲ୍ଲା ପ୍ରଶାସନ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଜନ ଶୁଣାଣି ଶିବିର ଆରକ୍ଷୀ ଅଧିକ୍ଷକ ଶ୍ରୀ
Read More...

ଅହେତୁକ ନାରୀ ନିର୍ଯ୍ୟାତନାର ପ୍ରତିବାଦ ଓ ମହିଳାଙ୍କ ସୁରକ୍ଷା ଦାବୀରେ ଖୋରଧା ଜିଲ୍ଲା କଂଗ୍ରେସର ବିଶାଳ ପ୍ରତିବାଦ…

ଖୋର୍ଦ୍ଧା LR NEWS - ଆଜି ତା ୨୫ / ୩ ଦିନ ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଉଲ୍ଲଙ୍କ ଆହ୍ୱାନ ରେ ଓ ପ୍ରଦେଶ କଂଗ୍ରେସ ର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳାତ୍କାର ପ୍ରତିବାଦରେ ଏକ
Read More...

ଏକାନ୍ତ ଜୀବନ ଯାତ୍ରା

ଏକାକୀ ରହିବା ପାଇଁ ଆମେ ଭୟ କରୁ I ଭିଡ଼ ମଧ୍ୟରେ ରହିବା ଆମ ଅଭ୍ୟାସରେ ପରିଣତ ହୋଇ ଯାଇଛି I ଏହା ପାଟି ତୁଣ୍ଡ, କୋଳାହଲ, ମାନସିକ ଅତ୍ୟାଚାର ହେଉ ପଛେ ଆମକୁ ଲୋକଙ୍କ ମଧ୍ୟରେ ହିଁ ଭଲ ଲାଗେ । ଏକାନ୍ତ ଜୀବନ ଅସହ୍ୟ ହୋଇ ଉଠେ I ଆମେ ଏକାକୀ ଆସିଛୁ ଏବଂ ଏକାକୀ ମଧ୍ୟ ଯିବା । ତେଣୁ ଅନ୍ୟ
Read More...

ଜାତୀୟ ବିଜ୍ଞାନ ଦିବସ ରେ ବିଶିଷ୍ଟ ସମାଜସେବୀ ବିଭୁତି ଭୁଷଣ ପ୍ରଧାନ ଙ୍କ ମତ ।

ପୁରୀ LR NEWS - ଭାରତରେ "ଜାତୀୟ ବିଜ୍ଞାନ ଦିବସ" ପ୍ରତିବର୍ଷ ଫେବୃଆରୀ ୨୮ ରେ ପାଳନ କରାଯାଏ। ପୁରୀ ଜିଲ୍ଲା। ବ୍ରହ୍ମଗିରି ବ୍ଲକ୍ ଚନ୍ଦନପୁର ଅନ୍ତର୍ଗତ ଓଲା ଗ୍ରାମର ବ୍ରଜ ବନ୍ଧୁ ପ୍ରଧାନ ଙ୍କ ସୁ ପୁତ୍ର ବିଭୁତି ଭୁଷଣ ପ୍ରଧାନ ବିଜ୍ଞାନ ଦିବସ ରେ ନିଜର ମତ ରଖି କହିଛନ୍ତି ଚଳିତ ବର୍ଷ
Read More...

ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ତରଫ ରୁ ସଫେଇ କାର୍ଯ୍ୟକ୍ରମ।

ବେଗୁନିଆ,୨୬/୦୨,(ଆ.ପ୍ର.) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବକ୍ରେଶ୍ୱର ମହାଦେବ ମନ୍ଦିର ,ଗଡଗୁଡୁମ ପରିସରରେ ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଆଜି ମହା ଶିବ ରାତ୍ରି ରେ ସକାଳ ଆଠ ଘଟିକା ସମୟ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବଚ୍ଛ ଭାରତ
Read More...

ବୋଲଗଡ଼ରେ ସାମ୍ବାଦିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ବୋଲଗଡLR NEWSତା -୨୧/୨/୨୫ରିଖ -ବୋଲଗଡ କାର୍ଯ୍ୟରତ ସାମ୍ବାଦିକ ପରିବାର ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସାମ୍ବାଦିକ ପ୍ରଶିକ୍ଷଣ କର୍ମଶାଳା ବୋଲଗଡ ସ୍ଥିତ ମିନି ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଅଦାଲତର
Read More...

ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର।

LR NEWS ୧୫/୨/୨୫-ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧକ୍ଷତାରେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି. ଏହି କାଜ୍ୟକ୍ରମରରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ
Read More...