Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

March 2026

ଆନ୍ତର୍ଜାତୀୟ ବନ ଦିବସରେ ସାତପଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରାଙ୍କ ବାର୍ତ୍ତା

ପୁରୀ LR NEWS ( ୨୧/୦୩/୨୬) - ପ୍ରତିବର୍ଷ ମାର୍ଚ୍ଚ ୨୧ ରେ ପାଳନ କରାଯାଏ "ବିଶ୍ୱ ବନ ଦିବସ/ ବିଶ୍ଵ ଅରଣ୍ୟ ଦିବସ/ ଆନ୍ତର୍ଜାତୀୟ ବନ ଦିବସ"। ଆମ ଗ୍ରହ କୁ ସବୁଜ ସୁନ୍ଦର ରଖିବାରେ ଅରଣ୍ୟର ଭୂମିକାକୁ ସ୍ମରଣ କରିବା ହେଉଛି ଏହି ଦିବସ ପାଳନର ତାତ୍ପର୍ଯ୍ୟ।ବାୟୁ କୁ ଶୁଦ୍ଧ କରିବା ଠାରୁ
Read More...

ବିବେକାନନ୍ଦ ଶର୍ମା, IPS, ଏସ୍‌ପି, ଖୋର୍ଧାଙ୍କୁ ଆଜି ଓଡ଼ିଶା ପୋଲିସର (DGP) ଦ୍ୱାରା ସମ୍ମାନିତ କରାଯାଇଛି।

ଖୋର୍ଦ୍ଧା LR NEWS ଆଜି (ତା ୨୦/୦୩/୨୬ ରିଖ ) ଶ୍ରୀ ବିବେକାନନ୍ଦ ଶର୍ମା, IPS, ଏସ୍‌ପି, ଖୋର୍ଧାଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମାନ ସମାରୋହରେ ଓଡ଼ିଶା ପୋଲିସର ଡିରେକ୍ଟର ଜେନେରାଲ ଅଫ ପୋଲିସ (DGP) ଦ୍ୱାରା ସମ୍ମାନିତ
Read More...

୨୦ ମାର୍ଚ୍ଚ, ୨୦୨୬: ବିଶ୍ୱ ଘର ଚଟିଆ ଦିବସରେ ଚିଲିକା ବନ୍ୟପ୍ରାଣୀ ସହକାରୀ ବନ ସରକ୍ଷଙ୍କ ସୌମ୍ୟରଞ୍ଜନ ସାହୁଙ୍କ…

ପୁରୀ( ସାତପଡ଼ା ) LR NEWS ପ୍ରତିବର୍ଷ, "ବିଶ୍ୱ ଚଢ଼େଇ ଦିବସ" ୨୦ ମାର୍ଚ୍ଚରେ ପାଳନ କରାଯାଏ।ପ୍ରଥମ ବିଶ୍ୱ ଚଢ଼େଇ ଦିବସ ୨୦ ମାର୍ଚ୍ଚ, ୨୦୧୦ରେ ପାଳିତ ହୋଇଥିଲା। ଭାରତରେ, 'ଦି ନେଚର ଫରଏଭର ସୋସାଇଟି' ଘର ଚଢ଼େଇ ଏବଂ ଅନ୍ୟାନ୍ୟ ସାଧାରଣ ପକ୍ଷୀମାନଙ୍କୁ ରକ୍ଷା କରିବାର ଗୁରୁତ୍ୱ ଉପରେ
Read More...

ପଦ୍ମଜ ଓଡ଼ିଆ ସାହିତ୍ୟର ଦିଗବାରେଣୀ ଖୁଣ୍ଟି ଖୋର୍ଦ୍ଧାରେ ପଦ୍ମଜ ସାହିତ୍ୟ ଉତ୍ସବ ୨୦୨୬ ପାଳିତ।

ଖୋର୍ଦ୍ଧାLR NEWS : ତା ୧୬,୩,୨୦୨୬ ଚର୍ଯ୍ୟାୟୁଧ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନହଲରେ ଓଡିଶାର ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ପଦ୍ମଜ ପାଳଙ୍କ ଅଶୀତମ ଜନ୍ମଦିବସ ଅବସରରେ ଆୟୋଜିତ ପଦ୍ମଜ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ପଦ୍ମଜ ପାଳଙ୍କ ସାହିତ୍ୟକୃତି ସମ୍ପର୍କରେ
Read More...

ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ତରଫରୁ ଅଭିନଵ ଉପାୟରେ ଇଫ୍ତାର ପାଟି।

ଖୋର୍ଦ୍ଧା LR NEWS :୧୫,୩,ରମଜାନ ମାସ ସରି ସରି ଆସୁଥିବା ବେଳେ ଖୋର୍ଦ୍ଧା ଅଞ୍ଚଳର ସରଧାପୁର ଗ୍ରାମ ସ୍ଥିତ ଅକିକ୍ ୱେଲଫ୍ୟାର୍ ଫାଉଣ୍ଡେସନର ପବିତ୍ର ରମଜାନ ମାସ ଅବସରରେ ଅସହାୟ ବ୍ୟକ୍ତି ହିନ୍ଦୁ ଏବଂ ମୁସଲିମ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ରମଜାନ
Read More...

ସ୍ଵେଚ୍ଛାସେବୀ ସଂଘଟନ କେ ଏସ ସି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ।

ଖୋର୍ଦ୍ଧା: LR NEWS ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଠାରେ ସେନ୍ କୋ ଗୋଲ୍ଡ ପରିସରରେ ସ୍ଵେଚ୍ଛାସେବୀ ସଂଗଠନ କଳିଙ୍ଗ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ମାର୍ଚ୍ଚ ୯ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ
Read More...

ବାବା ବୋଖାରୀଙ୍କ ଉର୍ସ’ଉତ୍ସବ ମୁଖର ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା,LR NEWS ୧୩।୩: ଖୋର୍ଦ୍ଧା କାଇପଦର ସ୍ଥିତ ସଦ୍‌ଭାବନ ସ୍ଥଳ ଭାବେ ପରିଚିତ ବାବା ବୋଖାରୀ (ସତ୍ୟପୀର) ଙ୍କ ବାର୍ଷିକ “ଉସ ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଏ । ଏହି ସମୟରେ ପୀଠରେ ଦେଶର ବିଭିନ୍ନ ରାଜ୍ୟରୁ ଲକ୍ଷାଧକ ଭକ୍ତ,
Read More...

ଖୋର୍ଦ୍ଧା ସଦର ଥାନା ରେ ଆଇଆଇସି ପାଳନ କଲେ ଆର୍ନ୍ତଜାତୀୟ ମହିଳା ଦିବସ।

ଖୋର୍ଦ୍ଧା LR NEWS (୦୮/୦୩/୨୬)- ଆଜି ବିଶ୍ବ ମହିଳା ଦିବସ ।  ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।  ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ,  ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର
Read More...