ରାଧାକୃଷ୍ଣ ମେମୋରିଆଲ ଫୁଟବଲ ଗୋଲଡ଼େନ କ୍ଲବ ଅରୁଗୁଳକୁ ୧-୦ରେ ହରାଇ କଳିଙ୍ଗ ସ୍ପୋଟିଂ ଭୁବନେଶ୍ୱର ବିଜୟୀ।
ଖୋର୍ଦ୍ଧାLR NEWS୧୯/୦୨/୨୩-ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଲ୍ଲିପୁର ପଂଚାୟତର ନିଆଳ ଗ୍ରାମରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ରାଧାକୃଷ୍ଣ ମେମୋରିଆଲ କପ୍ ଫୁଟବଲ ଟୁର୍ନାମେଂଟ୍ । ଆଜିର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଏକ ନମ୍ବର ଜୋନର ଜିଲ୍ଳା!-->…
Read More...
Read More...