ଖୋର୍ଦ୍ଧା ବାର୍ ଆସୋସିଏସନ୍ର ୨୦୨୩-୨୪ ପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।
ଖୋର୍ଦ୍ଧା: LR NEWS ୨୬/୩/୨୩ଖୋର୍ଦ୍ଧା ବାର୍ ଆସୋସିଏସନ୍ର ୨୦୨୩-୨୪ ପାଇଁ ତା ୨୫/୦୩/୨୩ରିଖ ଶନିବାର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବରିଷ୍ଠ ଆଇନଜୀବୀ ସର୍ବେଶ୍ୱର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି!-->…
Read More...
Read More...