Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଭୀର ଗର୍ତ୍ତରେ ଫସିଥିବା ଶିଶୁଙ୍କୁ ଉଦ୍ଧାର କରିବ ରୋବଟ୍‌ ।

ତିନି ଯୁବ ଇଞ୍ଜିନିୟରଙ୍କ ପ୍ରୟାସ   LR NEWS ଜୟପୁର :  ଦିନକୁ ଦିନ ଗଭୀର ନଳକୂପରେ ଶିଶୁ ଖସି ପଡୁଛନ୍ତି। କେତେ ଜଣ ଉଦ୍ଧାର ହେଉଥିବାବେଳେ କେତେ ଶିଶୁଙ୍କ ଜୀବନ ଚାଲି ଯାଉଛି। ଏଥିପାଇଁ ସରକାର ଚିନ୍ତିତ ରହୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତିନି ଯୁବ ଇଞ୍ଜିନିୟର
Read More...

ଶ୍ରୀ ବାଜପେୟୀ ଙ୍କ ୯୯ତମ ଜୟନ୍ତୀ ପାଳିତ।

ଜନ ନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୯୯ତମ ଜୟନ୍ତୀ ଆଜି ସାରା ଦେଶରେ ପାଳିତ ହେଉଛି. ଆଜି ବୋଲଗଡ଼ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ଠାରେ ରେ ସାଂସଦ ପ୍ରତିନିଧି ରଘୁନାଥ ଷଢଙ୍ଗୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି. ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ
Read More...

ଖୋର୍ଦ୍ଧା ବନବିଭାଗ ଦ୍ୱାରା ବେଆଇନ କରତକଲ ଉପେର ଚଢ଼ାଉ ।

LR NEWS - ବୁଧବାର 21/12/2022 ରିଖ ଦିନ ଖୋର୍ଦ୍ଧା ବନଖଣ୍ଡର ACF ଅସିତ ମିଶ୍ର ଙ୍କ ତତ୍ୱାବଧାନ ରେ ପିପିଲି ଚନ୍ଦ୍ରଦେଇପୁର ଠାରେ ଚାଲୁଥିବା ଏକ ବେଆଇନ କରତକଳ ଉପରେ ଚଢ଼ାଉ କରାଇଯାଇଥିଲା. ଏହି ଚଢ଼ାଉ ସମୟରେ କରତକଳ ର ସମସ୍ତ ଯନ୍ତ୍ରାଂଶ ଓ ମୂଲ୍ୟବାନ ଶିଶୁ ଓ ପୋଲାଙ୍ଗ କାଠ ଜବତ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ କାଳଷଣ୍ଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରର ଏକ ଷ୍ଟାଣ୍ଡ ଫେନ୍ ସଂସ୍ପର୍ଶରେ ଆସି ବିବାହିତ ମହିଳା ମାମୁନି ସ୍ବାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ
Read More...

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକଙ୍କ ଦେହାନ୍ତ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକ (୫୩) ଙ୍କ ଆଜି ସକାଳ ପାଖା ପାଖି ପ୍ରାୟ ୫.୩୦ ମିନିଟ୍ ସମୟ ରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥା ରେ ଦେହାନ୍ତ
Read More...

ଶୋକସନ୍ତପ୍ତ ପରିବାର କୁ ସହାୟତା ପ୍ରଦାନ କଲେ ପୋଲସରା ବିଧାୟକ ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ନରସିଂହ ପଲ୍ଲି ଗ୍ରାମର ନନ୍ଦିତା ପାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ ।ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
Read More...

ଆସିକା ପୋଲିସ ଦ୍ୱାରା ଡକାୟିତ ଯୋଜନା କରୁଥିବା ୪ ଯୁବକ ଗିରଫ ।

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୩୧.୦୫.୨୦୨୧)-: ଗଂଜାମ ଜିଲ୍ଲା ଆସିକା ପୋଲିସ ଦ୍ୱାରା ଡକାୟତି ଯୋଜନା କରୁଥିବା ଚାରି ଜଣ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ମାନଙ୍କ ଠାରୁ ମାଉଜର ର ଖଣ୍ଡା କାତି ବୋମା ଓ ଦୁଇ ମୋଟରସାଇକେଲ ସହିତ ଡକାୟତି ରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ବେଳେ
Read More...

କାଳିମେଘି ଗ୍ରାମରେ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୩୦/୦୫/୨୦୨୧)-:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅର ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶେରଗଡ ଥାନ ଶେରଗଡ ଗ୍ରାମର ସୀମାଞ୍ଚଳ ସ୍ୱାଇଁଙ୍କ ଝିଅ
Read More...

ବିଜେପି ପକ୍ଷରୁ ବ୍ରହ୍ମପୁର ରେ ମାସ୍କ ବଣ୍ଟନ ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: କେନ୍ଦ୍ର ରେ ମୋଦୀ ସରକାର ଙ୍କ ଦ୍ୱିତୀୟ ପାଳି ର ଦୁଇବର୍ଷ ପୂର୍ତ୍ତି ଅବସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ଓ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସେବା ହିଁ
Read More...

ଜୁଆଆଡା ଉପରେ ପୋଲିସ ର ଚଢ଼ାଉ ।

ବ୍ରହ୍ମପୁର ( LR NEWS ଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ଆସିକା ଖମ୍ବେଶ୍ବରୀ ପାଟଣା ନିରଞ୍ଜନ ମହିଳା ମହାବିଦ୍ୟାଳୟ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଆସିକା ପୋଲିସ ର ଚଢ଼ାଉ l ଦୁଇ ଲକ୍ଷ ଦଶ ହଜାର ପାଞ୍ଚସହ ଟଙ୍କା, ଚାରୋଟି ମୋଟର ସାଇକେଲ, ଏଗାର ଟି ମୋବାଇଲ ଫୋନ ଜବତ
Read More...