ଉଗ୍ରତାରାଙ୍କ ପୀଠରେ ଓୟୁଜେ ଖୋର୍ଦ୍ଧା ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା,୨୬।୩: ଓୟୁଜେ ଖୋର୍ଦ୍ଧା ଶାଖା ର ଏକ ସାଙ୍ଗଠନିକ ବୈଠକ ଆଜି ଭୁଶୁଣ୍ଢପୁର ସ୍ଥିତ ମା ଉଗ୍ରତାରାଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତପନ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ!-->…
Read More...
Read More...