Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରକୃତିବନ୍ଧୁ ଶିକ୍ଷକ ଶ୍ରୀ ଦୂତିକୃଷ୍ଣ ଲେଙ୍କା ଘୁମୁସର ବନଖଣ୍ଡରୁ ସମ୍ମାନିତ

ବ୍ରହ୍ମପୁର LR NEWS ଭଞ୍ଜନଗର ତା ୨୫.୩.୨୦୨୩ .-ରାଜ୍ୟ ସରକାରଙ୍କ ତରଫରୁ ସବ-ଡିଭିଜନ ସ୍ତରୀୟ ଶ୍ରେଷ୍ଠ ଶିକ୍ଷାୟତନ ଓ ଶିକ୍ଷକ ରୂପେ ପୁରସ୍କୃତ ବାଦଗଡ଼ ସରକାରୀ ପ୍ରକଳ୍ପ ଉ.ପ୍ରା ସ୍କୁଲ ପ୍ରକୃତିବନ୍ଧୁ ଶ୍ରୀ ଦୂତିକୃଷ୍ଣ ଲେଙ୍କାଙ୍କୁ ଵ୍ରହ୍ମପୁର ସର୍କଲ ସ୍ତରରେ ଶ୍ରେଷ୍ଠ ପରିବେଶ ପ୍ରେମୀ ଭାବେ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇ ଥିବାରୁ ସ୍ଥାନୀୟ ଘୁମୁସର ଦକ୍ଷିଣ ବନ ଖଣ୍ଡ କାର୍ଯ୍ୟାଳୟ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ବନ ଖଣ୍ଡ ମୁଖ୍ୟ ଓଡିଶା ବନ ସେବା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ ତାଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ଦେଓ ସମ୍ମାନିତ କରିଛନ୍ତି । କାର୍ଯ୍ୟାଳୟର ମୁଖ୍ୟ ସେକସନ ଅଧିକାରୀ ଶ୍ରୀ ଅଶୋକ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ଲେଙ୍କାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

twenty + 4 =