Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା କୁ ନମସ୍କାର।

ଖୋର୍ଦ୍ଧା (୨୩/୩/୨୦) ଦ୍ଵାପର ଯୁଗର ଶେଷ ଭାଗରେ କୋକୁଆ ଭୟ ସୃଷ୍ଟି ହୋଇ ପୁରା ଯଦୁ କୂଳ ନାଶ ହୋଇଥିଲେ।ଯୁଗ ଶେଷ ହୋଇ ଥିଲା ବୋଲି ଆମେ ଯାଣିଥିଲୁ।ସାରା ବିଶ୍ବ ଆଜି କରୋନା ର କୋକୁଆ ଭୟ ରେ ଭୟବିତ।ଏବଂ କରୋନା ସହ ଲଢ଼ୁଛି। ହେଲେ ଏ ଲଢେଇରେ,ନା ଅଛନ୍ତି ସେନା ସୈନ୍ୟ,ନା ଅଛନ୍ତି କୈାଣସି
Read More...

ଖୋର୍ଦ୍ଧା ଏସପିଙ୍କ କଡ଼ା ଅଭିମୁଖ୍ୟ : ଲକ୍‍ଡାଉନ୍‍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ।

ଖୋର୍ଦ୍ଧା (LR NEWS ୨୩/୩/୨୦) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍‍ଡାଉନ୍‍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାରଠାରୁ ରାଜ୍ୟର ୫ ଜିଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଜାରି…

ଖୋର୍ଦ୍ଧା (LR NEWS ୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ସତର୍କତା ଏବଂ ସଚେତନତା
Read More...

କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ…

ଗଞ୍ଜାମ(LR NEWS ୨୨/୩/୨୦) ଆଜି ଜନତା କର୍ଫ୍ୟୁ ଅବସର ରେ କରୋନା ଲଢ଼େଇର ଅସଲି ହିରୋ ମାନଙ୍କୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ ଜଣେଇବା ସହ ଜନତା କର୍ଫ୍ୟୁ କୁ ସେ ସମର୍ଥନ
Read More...

ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ନିଜ ପରିବାରକୁ ନେଇ ନିଜ ଘରେ ଘଣ୍ଟ ଓ ତାଳି ମାରି ସ୍ୱାଗତ…

ଖୋର୍ଦ୍ଧା(LR NEWS:22/03/2020):ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି
Read More...

ଦେଶବାସୀଙ୍କ ସହଯୋଗରେ ଆଗେଇ ଚାଲିଛି ୧୪ ଘଣ୍ଟାର ଜନତା କର୍ଫ୍ୟୁ।

ଭୁବନେଶ୍ୱର(LR NEWS): ସମଗ୍ର ମାନବ ସମାଜ ପ୍ରତି ବିପଦ ପାଲଟି ଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା ଚଳାଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପଥ ପ୍ରଦର୍ଶକ ସାଜିଛି l ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ
Read More...

ଖୁଣ୍ଟ ଅଛି ହେଲେ ବ୍ୟୁଦତ୍ ନାହିଁ।

ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ସୁବିଧା ସୁଯୋଗରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ବଞ୍ଚିତ ହେଉଥିଲେ ହେଁ ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା
Read More...

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଖୋର୍ଦ୍ଧା ସମେତ ୪ ଜିଲ୍ଲାରେ ଲଗ୍ ଡାଉନ୍।

ଭୁବନେଶ୍ୱର(LR NEWS:21/03/2020):କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ।
Read More...

ଆଜି ନୟାଗଡ ବନଖଣ୍ଡ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ୍ ଧମେନ୍ଦ୍ରେ ଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର…

ନୟାଗଡ, (LR News, , ୨୧.୦୩.୨୦୨୦) - : ଆଜି ନୟାଗଡ ବନଖଣ୍ଡ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ୍ ଧମେନ୍ଦ୍ରେ ଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର
Read More...