Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ପଜିଟିଭ ଗୁଜବ,ଜଣେ ଗିରଫ।

ଗଞ୍ଜାମ, (LR News, , ୨୪.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ଗତକାଲି ରାତିରେ ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ବଡ ଆର୍ଯ୍ଯପଲ୍ଲୀ ଗ୍ରାମର ସିଏଚ୍‌
Read More...

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା , ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ।

ଗଞ୍ଜାମ( LR News, ୨୪.୦୩.୨୦୨୦) - : କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ ନିର୍ଦ୍ଦେଶନାମା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି। ନୂତନ
Read More...

ଗାଁ ମଝିରେ ପଶିଲା ଦନ୍ତା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ।

ଅନୁଗୋଳ : (LR NEWS : ୨୪/୦୩/୨୦୨୦)ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର 'ଖ' ପଞ୍ଚାୟତରେ ଦନ୍ତା ହାତୀ ର ଆତଙ୍କ ଦେଖିବାକୁ ମିଳିଛି। ଗାଁ ମଝିକୁ ଦନ୍ତା ହାତୀ ପଶି ଆସିବାରୁ ଶହ ଶହ ଲୋକ ଘରୁ ବାହାରି ଆସିଥିଲେ। ସୂଚନା ମୁତାବକ ଫୁଲପଡା ଛକ ପାର ହୋଇ ବଉଳି ପାଖେ ପାଖେ ସାନ୍ତରାପୁର
Read More...

କରୋନା କୁ ନମସ୍କାର।

ଖୋର୍ଦ୍ଧା (୨୩/୩/୨୦) ଦ୍ଵାପର ଯୁଗର ଶେଷ ଭାଗରେ କୋକୁଆ ଭୟ ସୃଷ୍ଟି ହୋଇ ପୁରା ଯଦୁ କୂଳ ନାଶ ହୋଇଥିଲେ।ଯୁଗ ଶେଷ ହୋଇ ଥିଲା ବୋଲି ଆମେ ଯାଣିଥିଲୁ।ସାରା ବିଶ୍ବ ଆଜି କରୋନା ର କୋକୁଆ ଭୟ ରେ ଭୟବିତ।ଏବଂ କରୋନା ସହ ଲଢ଼ୁଛି। ହେଲେ ଏ ଲଢେଇରେ,ନା ଅଛନ୍ତି ସେନା ସୈନ୍ୟ,ନା ଅଛନ୍ତି କୈାଣସି
Read More...

ଖୋର୍ଦ୍ଧା ଏସପିଙ୍କ କଡ଼ା ଅଭିମୁଖ୍ୟ : ଲକ୍‍ଡାଉନ୍‍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ।

ଖୋର୍ଦ୍ଧା (LR NEWS ୨୩/୩/୨୦) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍‍ଡାଉନ୍‍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାରଠାରୁ ରାଜ୍ୟର ୫ ଜିଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଜାରି…

ଖୋର୍ଦ୍ଧା (LR NEWS ୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ସତର୍କତା ଏବଂ ସଚେତନତା
Read More...

କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ…

ଗଞ୍ଜାମ(LR NEWS ୨୨/୩/୨୦) ଆଜି ଜନତା କର୍ଫ୍ୟୁ ଅବସର ରେ କରୋନା ଲଢ଼େଇର ଅସଲି ହିରୋ ମାନଙ୍କୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ ଜଣେଇବା ସହ ଜନତା କର୍ଫ୍ୟୁ କୁ ସେ ସମର୍ଥନ
Read More...

ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ନିଜ ପରିବାରକୁ ନେଇ ନିଜ ଘରେ ଘଣ୍ଟ ଓ ତାଳି ମାରି ସ୍ୱାଗତ…

ଖୋର୍ଦ୍ଧା(LR NEWS:22/03/2020):ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି
Read More...

ଦେଶବାସୀଙ୍କ ସହଯୋଗରେ ଆଗେଇ ଚାଲିଛି ୧୪ ଘଣ୍ଟାର ଜନତା କର୍ଫ୍ୟୁ।

ଭୁବନେଶ୍ୱର(LR NEWS): ସମଗ୍ର ମାନବ ସମାଜ ପ୍ରତି ବିପଦ ପାଲଟି ଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା ଚଳାଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପଥ ପ୍ରଦର୍ଶକ ସାଜିଛି l ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ
Read More...