ଜଙ୍କିଆ ଥାନା ଅଧିକାରୀଙ୍କ ଅଭିନବ ଉପାୟରେ କୋରୋନା ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା (LR NEWS ୧୭/୩/୨୦) ଜଙ୍କିଆ ଥାନା ଅଧିକାରୀଙ୍କ ଅଭିନବ ଉପାୟରେ କୋରୋନା ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହାତକୁ ବାରମ୍ବାର ଧୁଅନ୍ତୁ, ମୁହଁରେ ମାସ୍କ୍ ଓ ରୁମାଲୁ ବାନ୍ଧି ବାହାରକୁ ବାହାରନ୍ତୁ। ଖୋଲାରେ ମେଲାରେ ଛିକନ୍ତୁ ନାହିଁ। କାଶ ଛିଙ୍କ ସମୟରେ ମୁହଁରେ ରୁମାଲ!-->…
Read More...
Read More...