Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆସ୍କା ସାଂସଦ ପ୍ରଧାନ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଏବଂ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ତିନି ମାସ ର ଦରମା ପ୍ରଦାନ କଲେ।

ଗଞ୍ଜାମ (LR NEWS ୩/୪/୨୦୨୦) – : କରୋନା ମୁକାବିଲା ପାଇଁ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ନିଜ ସାଂସଦ ପାଣ୍ଠି ରୁ ୨ କୋଟି ସହିତ ନିଜ ୩ ମାସର ଦରମା ପ୍ରଦାନ କରିଛନ୍ତି । କରୋନା ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ।ଏଥି ପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ନିଜର ସାମର୍ଥ୍ୟ ମୁତାବକ ଚେକ୍ କିମ୍ବା ଅର୍ଥରାଶି ପ୍ରଦାନ କରୁଛନ୍ତି । ସେହିଭଳି ଆଜି ଆସ୍କା ସାଂସଦ ପ୍ରଧାନ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଏବଂମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ତିନି ମାସ ର ଦରମା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.

fifteen − 14 =