Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରୋଜଗାର କରିବାକୁ ଯାଇ ବିଦେଶରେ ଯୁବକ ନିଖୋଜ, ପତ୍ତା ମିଳୁନି।

ଗଞ୍ଜାମ , (ଲେ News , , ୨୧.୦୩.୨୦୨୦ ) - : ବିଦେଶକୁ କାମ କରି ରୋଜଗାର କରିବାକୁ ଯାଇ ଯୁବକ ନିଖୋଜ ହେବା ସହ ତାଙ୍କ ପତ୍ତା ନମିଳିବା ନେଇ ଏକ ଚର୍ଚ୍ଚିତ ଘଟଣା ବର୍ତ୍ତମାନ ତୀବ୍ର ଆଲୋଡନ ସୃଷ୍ଟି କରିବା ସହ ତାକୁ ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତିଙ୍କ
Read More...

ଗଞ୍ଜାମ ଜିଲ୍ଲା ଏସ୍ ପି ବ୍ରିଜେଶ କୁମାର ରୟ ଙ୍କ ପ୍ରଥମ ସନ୍ତାନ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ରେ ଜନ୍ମ ନେଇଛି।

ଗଞ୍ଜାମ, (LR News,୨୧.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ଏସ୍ ପି ବ୍ରିଜେଶ କୁମାର ରୟ ଙ୍କ ପ୍ରଥମ ସନ୍ତାନ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ରେ ଜନ୍ମ ନେଇଛି । ଶ୍ରୀ ରୟ ଙ୍କ ଧର୍ମପତ୍ନୀ ଆୟୁଷୀ ରୟ ଏମ୍ କେ ସି ଜି ର ସ୍ତ୍ରୀ ଓ ପ୍ରସୂତି ୱାର୍ଡ଼ ରେ ଗୁରୁବାର ଦିନ ଭର୍ତି ହୋଇଥିବା ବେଳେ
Read More...

ଆଜି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହ ଠାରେ କରୋନା ଭାଇରସ ସଚେତନତା ବୈଠକ ଅନୁଷ୍ଠିତ…

ଗଞ୍ଜାମ , ( LR News, ଟୁକୁନା ପ୍ରଧାନ, ୨୦ .୦୩ ୨୦୨୦ ) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହ ଠାରେ କରୋନା ଭାଇରସ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଯୋଗ ଦେଇ କରୋନା ଭାଇରସ ବିଷୟରେ ସଚେତନତା
Read More...

ଗାଁରେ ଦିଆଯିବ ଭତ୍ତା

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୦.୦୩.୨୦୨୦) - : କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ
Read More...

ଆଜି ଖଲ୍ଲିକୋଟ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି।

ଗଞ୍ଜାମ, (LR News, , ୧୯. ୦୩.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭୋତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖଲ୍ଲିକୋଟ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି । ଅବକାରୀ ଇନ୍ସପେକ୍ଟର ଛତ୍ରପୁର ଦିପ୍ତିମୟୀ
Read More...

ଆସନ୍ତୁ ଜାଣିବା କୋରୋନା ସଚେତନତା ପାଇଁ ନୟାଗଡ଼ ସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତ କଣ କହୁଛନ୍ତି?

ନୟାଗଡ଼ (LR NEWS ୧୯/୩/୨୦) କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ
Read More...

ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ କରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

ଖୋର୍ଦ୍ଧା (LR NEWS ୧୯/୩/୨୦) ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ କରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ହାତକୁ ବାରମ୍ବାର ଧୁଅନ୍ତୁ, ମୁହଁରେ ମାସ୍କ୍ ଓ ରୁମାଲୁ ବାନ୍ଧି ବାହାରକୁ ବାହାରନ୍ତୁ। ଖୋଲାରେ ମେଲାରେ ଛିକନ୍ତୁ ନାହିଁ। କାଶ ଛିଙ୍କ ସମୟରେ
Read More...

କରୋନା ନେଇ ଗଞ୍ଜାମ ଜିଲ୍ଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି।

ଗଞ୍ଜାମ (LR NEWS ୧୭.୦୩.୨୦୨୦) - : କରୋନା ନେଇ ଗଞ୍ଜାମ ଜିଲ୍ଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ବୁଧବାରଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ
Read More...

ନୟାଗଡ଼ ର ଇଟା ମାଟି ଥାନାରେ କରାେନା ସଚେତନତା କାର୍ଯ୍ୟକ୍ରମ ଅନୁ୍ଠିତ ହୋଇଯାଇଛି।

ନୟାଗଡ଼ (LR NEWS ୧୭/୩/୨୦) ସାରା ବିଶ୍ବରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି।ଏ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ନୟାଗଡ଼ ର ଇଟା ମାଟି ଥାନା ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାତ୍ର ଥାନାକୁ ପ୍ରତିଦିନ ଲୋକେ ଆସୁଥିବାରୁ ସଂକ୍ରମଣ ଯେମିତି ବିସ୍ତାର ନ କରିବ
Read More...

ଖଲ୍ଲିକୋଟ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୫ ଗିରଫ ଗଞ୍ଜାମ,

ଗଞ୍ଜାମ (LR NEWS, ୧୭/୦୩/୨୦୨୦ ): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା - ଭାଳିଆଝର ରାସ୍ତାରେ ଗତ ହୋଲି ଦିନ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଗତକାଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ୍ । ମିଳିଥିବା ସୂଚନା
Read More...