Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଇନଜୀବୀ ମନ୍ମଥ କୁମାର ମିଶ୍ରଙ୍କ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ।

ଖୋର୍ଦ୍ଧା (LR NEWS ୧୩.୦୪.୨୦୨୦) – : ଆଜି ଖୋର୍ଦ୍ଧାର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମନ୍ମଥ କୁମାର ମିଶ୍ର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶାନ୍ତୁନ୍ ମହାନ୍ତି ଙ୍କ ଜରିଆରେ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମାଜ
Read More...

କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଏବଂ ମା କାଜୁ ଇଣ୍ଡଷ୍ଟ୍ରି ତରଫରୁ ମାସ୍କ, ସାବୁନ ବଣ୍ଟନ ।

ଗଞ୍ଜାମ, (LR News , ଟୁକୁନା ପ୍ରଧାନ, ୧୫.୦୪.୨୦୨୦) - : କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ, ମହିଳା ସଂଘ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ଯ ଅଣ୍ଟା ଭିଡିଛନ୍ତି । ସେହିପରି ଆଜି କେନ୍ଦ୍ରୀୟ
Read More...

ମାସ୍କ ବାଣ୍ଟିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୫.୦୪.୨୦୨୦) - : କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ, ମହିଳା ସଂଘ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ଯ ଅଣ୍ଟା ଭିଡିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା
Read More...

ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ…

ଖୋର୍ଦ୍ଧା (LR NEWS,୧୪ା୪): ଲକଡାଉନ ସମୟରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଶୀତାଂଶୁ ରାଉତ ଏହାକୁ ଉଦ୍‌ଘାଟନ କରିଥିଲେ। ଅତିରିକ୍ତ
Read More...

କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୪.୦୪.୨୦୨୦) - : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକ ଗସ୍ତ କରି ବି ଡି ଓ ବେଦବର ପ୍ରଧାନଙ୍କ ସହ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା  କରିଥିଲେ। ସମସ୍ତ ମାର୍କେଟ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୪.୦୪.୨୦୨୦) - : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକ ଗସ୍ତ ସମୟରେ ବେଗୁନିଆପଡାର ପାଣିଗ୍ରାହୀ ଆଳୁ ଭଣ୍ଡାର ମାଲିକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପନ୍ଦର ହଜାର ଟଙ୍କାର ଏକ ଚେକ
Read More...

କରୋନା ବେଳେ ଅତ୍ୟାବଶ୍ୟକ ସମୟରେ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୪.୦୪.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ଼ ଗ୍ରାମର ମହିଳା ଲତା ବେହେରା l ଗତ କାଲି ରାତିରେ ହଠାତ୍ ତାଙ୍କ ଦେହର ଅବସ୍ଥା ଗୁରୁତ୍ତର ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମ୍ କେ ସି ଜି କୁ
Read More...

କୁମ୍ଭାରଗାଁ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ମଦ ସହ ବେପାରୀ ଅଟକ ଏବଂ ବେପାରୀ ସହ ମଦ କୁ ଜିମା ଦେଲେ ପୋଲିସ କୁ।

ଗଞ୍ଜାମ, ( LR News ଟୁକୁନା ପ୍ରଧାନ , ୧୩.୦୪.୨୦୨୦) - : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବହୁଦିନ ଧରି ଯୁବ ଗୋଷ୍ଠି ମଦ ବନ୍ଦ କରିବା ସହ ଚେତାବନୀ ଦେଇଥିଲେ ଯେ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଆମ ଗ୍ରାମ ରେ କେହିବି ମଦ ବିକ୍ରୀ କରିପାରିବେ ନାହିଁ ବୋଲି । ଏଥି ସହ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ, ସାମାଜିକ ଦୂରତା ରକ୍ଷାକରି କରାଗଲା ଶବ ସତ୍କାର ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୪.୨୦୨୦) :- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ଲଚ୍ଛିପୁର ଗ୍ରାମରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମହାପାତ୍ର ଙ୍କର ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳକୁ
Read More...

ରମ୍ଭା ଥାନା ତରଫରୁ ବିଭିନ୍ନ ସଚତନତା କାର୍ଯୟକ୍ରମ।

ଗଞ୍ଜାମ(LR NEWS ୧୩/୪ ) ଗଞାମ ବ୍ଲକ୍ ଅଧୀନସ୍ଥ ରମ୍ଭା ଥାନା ତରଫରୁ ସୁବଳୟା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଜନସାଧାରଣଙ୍କୁ ମାଇକ୍ ଯୋଗେ କରୋନା
Read More...