Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା ବ୍ଲକ୍ ମାଟିଆ ସାହିରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ମାସ୍କ ବଣ୍ଟନ ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ମାଟିଆ ସାହି ଗ୍ରାମ ପ୍ରଶାସନ ନଜରରେ ରହିଥିବା ବେଳେ ଆଜି ଆର୍ଟ ଅଫ୍ ଲିଭିଂ ର ସ୍ଵେଚ୍ଛାସେବୀ ଦେବାଶିଷ ମହାରଣାଙ୍କ ସହିତ ଲଚ୍ଛିପୁର ଗ୍ରାମର ଯୁବ ସଂଗଠକ କୈଳାଶ
Read More...

ସାନଉସ୍ତାପଡା ଗ୍ରାମପଂଚାୟତ କ.ରାଣୀପଡ଼ା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା , ( LR NEWS ଟୁକୁନା ପ୍ରଧାନ, ୧୧.୦୪.୨୦୨୦) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନଉସ୍ତାପଡା ଗ୍ରାମପଂଚାୟତ କ.ରାଣୀପଡ଼ା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ .ରାଣୀପଡ଼ା ଗ୍ରାମରେ ମୋଟ ୨୦୨ପରିବାର ର ୮୨୦ ଜଣଙ୍କ ତଥ୍ୟ
Read More...

ଚାଷୀ ଏବଂ ପରିବା ବିକାଳି ଙ୍କୁ ପାସ୍ ପ୍ରଦାନ ନିମନ୍ତେ ଚାଷୀ ନେତା ଙ୍କ ଦାବୀ

ଗଞ୍ଜାମ,( LR NEWS, ଟୁକୁନା ପ୍ରଧାନ ୧୧.୦୪.୨୦୨୦) - : କରୋନା ଭାଇରସ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଫଳ ରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା
Read More...

ମାଟିରେ ବାଇଗଣ ପୋତୁଛି ଚାଷୀ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :-କରୋନା ଭୁତାଣୁ ସାରା ବିଶ୍ୱରେ ପ୍ରଚଣ୍ଡ ଭୟ ସୃଷ୍ଟି କରି ପ୍ରାଣଘାତି ସାଜିଥିବା ବେଳେ ବର୍ତ୍ତମାନ ଚାଷୀକୂଳ ବେସାହାରା ହୋଇପଡିଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ପରିବା ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି l ଏହି
Read More...

ମାସ୍କ ତିଆରୀ ରେ ବ୍ୟସ୍ତ ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାସ୍କ ପିନ୍ଧିବା ପାଇଁ କଡା କଡି ନିର୍ଦ୍ଦେଶ ଥିବା ବେଳେ ଲୋକମାନେ ଧୀରେ ଧୀରେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାସ୍କ ର ଯେ ଭଳି ଅଭାବ ନ ରହିବ
Read More...

ସାଙ୍କୁଡା ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ଗଞ୍ଜାମ , (LR News, ୧୧.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ଶହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।
Read More...

କରୋନା ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ଼ ବନଖଣ୍ଡ ତରଫରୁ ସହାୟତା ପ୍ରଦାନ।

ନୟାଗଡ (LR News, ୧୦.୦୪.୨୦୨୦ ) ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମେତ ବିଧାୟକ
Read More...

ରାଣୀପଡ। ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : କଞ୍ଚଣା ପଞ୍ଚାୟତର ରାଣୀପଡl ଗ୍ରାମରେ ଆଜି ସମସ୍ତ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଗ୍ରାମ ଅଧୀନରେ ଥିବା ୨୯୭ ପରିବାରର ୧୪୧୦
Read More...

ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ କରାଯାଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୨୦ଟି ଆଇସିୟୁ ବେଡ୍‌ ଏବଂ ୧୫ ଟି
Read More...

କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଉକ୍ତ ଗ୍ରାମ ର ଯୁବକ ସଂଘ ର ସଦସ୍ୟ ମାନଙ୍କ କହିବା ଅନୁସାରେ ଲୁଚେଇ ଚପେଇ କିଛି ବ୍ୟକ୍ତି ମାନେ ଆଜକୁ ପ୍ରାୟ ବହୁ ଦିନ ହେଲାଣି ଏହି
Read More...