Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମାଣିତରା ପଞ୍ଚାୟତ ସାତ ଦିନ ପାଇଁ ସଟ୍ ଡାଉନ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୯.୦୫.୨୦୨୦) - :କରୋନା ଭାଇରସ ର ଭୟଭୟତା କୁ ଆଖିଆଗରେ ରଖି ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସଟ୍ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ ଥର କରି ଏହି ବଡ଼
Read More...

ଚିଙ୍ଗୁଡ଼ିଖୋଲ ଗ୍ରାମରେ ୱାଟର ପୋଷ୍ଟ ର ଶୁଭାରମ୍ଭ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୯.୦୫.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଠାରେ ସତ୍ୟ ସାଇ ସେବା ସଂଗଠନ ତରଫରୁ ଏକ ୱାଟର ଷ୍ଟାଣ୍ଡ ପୋଷ୍ଟ ର ଶୁଭାରମ୍ଭ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ହାତକୁ
Read More...

ତିରିଡା ସଂଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୯.୦୫.୨୦୨୦) - : ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତିରିଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ
Read More...

ଢୁଙ୍କାପଡା ସଂଗରୋଧ କେନ୍ଦ୍ର ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୮.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା  ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ଗୁପ୍ତେଶ୍ଵର ନୋଡାଲ  ବିଦ୍ୟାପୀଠରେ  ସଂଗରୋଧ ଗୃହ ରେ ଆଜି ଜଣେ ବ୍ୟକ୍ତିଙ୍କ ହଠାତ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ସୁରାଟ ରୁ ଫେରି ସଂଗରୋଧ
Read More...

ସୁରାଟ ଡାଇମଣ୍ଡ ନଗରରେ ରନ୍ଧା ଖାଦ୍ୟ ବଣ୍ଟନ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୮.୦୫.୨୦୨୦) - : କରୋନା ପାଇଁ ସାରାଦେଶ ତାଲାବନ୍ଦ ଥିବା ହେତୁ ଗୁଜୁରାଟ ରାଜ୍ୟ ସୁରାଟ ଠାରେ ଫଶି ରହିଛନ୍ତି ବହୁ ଓଡ଼ିଆ ଶ୍ରମିକ ମାନେ କଳକାରଖାନା ବନ୍ଦ ଯୋଗୁ ନିଜର ରୋଜଗାର ହରାଇବା ସହ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଓଡ଼ିଆ ଶ୍ରମିକ ଭାଇ
Read More...

“ଫିଡ୍ ଦି ନିଡି” କାର୍ଯ୍ଯକ୍ରମ ଅନୁଯାୟୀ ଶୁଖିଲା ଖାଦ୍ଯ ବଣ୍ଟନ ଓ କରୋନାଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନକଲା…

ଖୋର୍ଦ୍ଧା (LR NEWS ତା ୦୮/୦୫) କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଓ ରାଜ୍ଯସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ତଥାପି ଅନେକଲୋକ ବିଭିନ୍ନ କାରଣରୁ
Read More...

ସୁରତରେ ବିଜେପି ତରଫରୁ ସୁଖୀଲା ଖାଦ୍ୟ ବଣ୍ଟନ।

ଗଞ୍ଜାମ, ( ଟୁକୁନା ପ୍ରଧାନ, ୦୭.୦୫.୨୦୨୦) - : ସୁରତରେ ବିଜେପି ତରଫରୁ ସୁଖୀଲା ଖାଦ୍ୟ ବଣ୍ଟନ ହୋଇଯାଇଛି । ସୁରତ ସ୍ଥିତ ପର୍ବତ ପାଟିଆ ଗିତାନଗର ସୋସାଇଟି ର ଶତାଧିକ ପରିବାରବର୍ଗଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସହାୟତା ରେ ଅତି
Read More...

ଖୋର୍ଦ୍ଧାରେ “କରୋନାଯୋଦ୍ଧା”ଙ୍କୁ ସମ୍ବର୍ଦ୍ଧନା/କୃତଜ୍ଞତା/ସମ୍ମାନ ଜ୍ଞାପନ କଲା ବିଜେପି।

ଖୋର୍ଦ୍ଧା (LR NEWS ତା୦୭/୦୫/) ସମ୍ପ୍ରତି ମହାମାରୀ "କରୋନା"ର ମୁକାବିଲା କରିବାପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ତ୍ବରିତ୍ ପଦକ୍ଷେପ ଗ୍ରହଣକରୁଛନ୍ତି। କରୋନାକୁ କାବୁ କରିବାପାଇଁ ତାଲାବନ୍ଦ,କର୍ଫ୍ୟୁ ଓ କଣ୍ଟେନମେଣ୍ଟଭଳି ପଦକ୍ଷେପମାନ ଗ୍ରହଣ କରୁଛନ୍ତି।
Read More...

ବେଗୁନିଆ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବାଇକ ଓ ସାଇକେଲ ଆରୋହୀ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର।

ଖୋର୍ଦ୍ଧା (LR NEWS ୭/୪) ଆଜି ବେଗୁନିଆ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବାଇକ ଓ ସାଇକେଲ ଆରୋହୀ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର। ଦମକଳ ଏବଂ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧାକୁ ଚିକିତ୍ସା ପାଇଁ ପଠାଗଲା। ସାଇକେଲ ଆରୋହୀ ବେଗୁନିଆ ନୂଆସାହିର ପାଣ୍ଡବ ମହାପାତ୍ର ଜଣେ ଅବସରପ୍ରାପ୍ତ
Read More...