Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଖୋର୍ଦ୍ଧା ମହୁଲ ଗ୍ରାମ କବି ଓ କବିତା ଭବନର କବି ରମେଶ ମଙ୍ଗରାଜ କଣ କହୁଛନ୍ତି।

ଖୋର୍ଦ୍ଧା (LR NEWS ୧/୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ ( ୨୯.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ, ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ
Read More...

କାଜୂ ଜଙ୍ଗଲ ବୋମାମାଡ ଘଟଣା, ଉଭୟ ପକ୍ଷ ର ୩୦ କୋର୍ଟ ଚାଲାଣ।

ଗଞ୍ଜାମ,ବ୍ୟୁରୋ ରିପୋର୍ଟ, (୨୯.୦୪.୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ତାଳଗାଁ ସ୍ଥିତ ଏକ ନମ୍ବର କାଜୂ ଜଙ୍ଗଲ ରେ ଗତ ୨୦ ତାରିଖ ଦିନ ଘଟିଥିବା ବୋମା ବିସ୍ଫୋରଣ ମାମଲା ଭିନ୍ନ ଏକ ମୋଡ଼ ନେଇଛି । ଏହି ବୋମାମାଡ ରେ ପ୍ରଭାକର ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ
Read More...

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଖୋର୍ଦ୍ଧା (LR News, ଟୁକୁନା ପ୍ରଧାନ, ୩୦.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ , ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୯.୦୪.୨୦୨୦) - : ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ତରଫରୁ, ସlଙ୍କୁଡା ପଞ୍ଚାୟତର ଲଚ୍ଛିପୁର, ଚଣ୍ଡପଲ୍ଲୀ, ତିତିରିଡି ଏବଂ ସାଙ୍କୁଡା ରେ ରହୁଥିବା କିଛି ଅସହାୟ ପରିବାର କୁ ରାସନ
Read More...

ପଥର କ୍ୱାରି ରେ ୩ ଶ୍ରମିକ ଙ୍କ ମୃତ୍ୟୁ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁ ନିକଟ ପଥର କ୍ୱାରିରେ ଅଘଟଣ । ମାଟି ଅତଡ଼ା ସହ ପଥର ଖସି ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା
Read More...

ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦିବ୍ୟାଙ୍ଗ ଯୁବକ “ଭୀମସେନ।

ଗଞ୍ଜାମ (LR NEWS, ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : କରୋନା ଭାଇରସ ପାଇଁ ସାରାଦେଶ ଲକ୍ ଡାଉନ ଥିବା ବେଳେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ଜନସାଧାରଣ ମାନେ ସେଥିମଧ୍ୟରୁ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ସମସ୍ୟା ହେଉଛି ଅନ୍ୟତମ । କରୋନା ଲକ୍ ଡାଉନ ର ଯୋଦ୍ଧା ସାଜିଲେ
Read More...

ଚେନ୍ନାଇ ରୁ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ଆସିଲେ ୩୩ ଜଣ ଲୋକ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ର ୩୩ ଜଣ ଲୋକ ଏକ ଡଙ୍ଗା ସାହାଯ୍ଯ ରେ ଚେନ୍ନାଇ ରୁ ସମୁଦ୍ର ଭିତରେ ଆସି ଗତକାଲି ରାତି ୧ ରେ ( ଗୋଟାଏ ରେ) ଆର୍ଯ୍ୟପଲ୍ଲୀ ଠାରେ ପହଞ୍ଚିଛନ୍ତି ଏବଂ ସେମାନେ ସାନ ଆର୍ଯ୍ଯପଲ୍ଲୀ ଗ୍ରାମରେ ଥିବା ଅସ୍ଥାୟୀ
Read More...

ଖୋର୍ଦ୍ଧା ବାଜପୁର ବେତ ବଣୀଆ ରେ ମାସ୍କ ଓ ବିସ୍କୁଟ ବଣ୍ଟନ।

ଖୋର୍ଦ୍ଧା (LR NEWS ୨୮/୪) କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ , ବ୍ୟକ୍ତିବିଶେଷ ନିଜର ସାମର୍ଥ୍ୟ ମୁତାବକ ଜନସାଧାରଣ ଙ୍କ ପାଇଁ କିଛି କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଖୋର୍ଦ୍ଧା ସଦର ଥାନା
Read More...

କରୋନା ସହାୟତା ତଦାରଖ କରୁଛନ୍ତି ପୋଲସରା ବିଧାୟକ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ,୨୮. ୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା, ଉସ୍ତାପଡା,ବନ୍ଥପଲ୍ଲି ଓ ମୁକ୍ତାମାଳଦେଇପୁର ଶାସନ ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା ସହାୟତା ଠିକ ଭାବେ ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି
Read More...