Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି।

ଗଞ୍ଜାମ, (LR News, , ୧୪.୦୩.୨୦୨୦) - : କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଗତକାଲି ସନ୍ଧ୍ୟାରେ ଛତ୍ରପୁରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୨୨
Read More...

ନବ ଦମ୍ପତିଙ୍କୁ ଆଶିର୍ବାଦ କଲେ ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି…

ଖୋର୍ଦ୍ଧା (LR NEWS 14/3/20) ଗତକାଲି ନବ ଦମ୍ପତିଙ୍କୁ ଆଶିର୍ବାଦ କଲେ ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶିର କୁମାର ମହାନ୍ତି ଓ ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର କରଣ। ଗତ କାଲି ଖୋର୍ଦ୍ଧା ବ୍ଲକ ର ବିଭିନ୍ନ
Read More...

ମଙ୍ଗୁଳି ଜେନା ହତ୍ୟା କାରୀ କୁ ଧରିବା ବିଳମ୍ବ ହେତୁ ୪ର୍ଥ ଦିନରେ ଧାରଣା।

ଖୋର୍ଦ୍ଧା (LR NEWS ତା-୧୪/୩/୨୦) ଖୋର୍ଦ୍ଧା ବଡ଼ ପୋଖରିଆ ଜୋନ ବି. ଜେ.ପି ମଣ୍ଡଳ ପୂର୍ବତନ ସଭାପତି ମଙ୍ଗୁଜେନାଙ୍କର ହତ୍ୟାକାଣ୍ଡର ଏକ ବର୍ଷ ବିତିବାକୁ ବସିଥିବା ବେଳେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏହାର ସତ୍ୟା ସତ୍ୟ ଉନ୍ମଚନ୍ କରିବା ବିଫଳ ହୋଇଛନ୍ତି।
Read More...

ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କରୋନା ସମ୍ପର୍କିତ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା (LR NEWS ତା-୧୪/୩/୨୦) କରୋନା ସମ୍ପର୍କିତ ଗୁରୁତ୍ବ ପୂର୍ଣ୍ଣ ବୈଠକ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ ପ୍ରଥମେ ହାତ ଧୋଇ ଖୋର୍ଦ୍ଧା ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ବୈଠକ ରେ ବିବୃତି ଦେଇ କରାେନା ସଂକ୍ରମଣକୁ ସଚେତନ ଓ
Read More...

ସାମ୍ବାଦିକ ଗଣେଷ ଡାକୁଆ ଦୁର୍ଘଟଣାରେ ଗୁରୁତର ଆହତ।

ଗଞ୍ଜାମ, (LR News, , ୧୩.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଙ୍କ ଗାଡ଼ି ଏବଂ ଗୁରୁତର ଆହାତ ଅର୍ଗସ ନ୍ୟୁଜ ପ୍ରତିନିଧି ଗଣେଷ ଡାକୁଆଙ୍କ ମୋଟର ସାଇକେଲ ଧକ୍କା ହେବା ଫଳରେ ସାମ୍ବାଦିକ ଗଣେଶ ଗୁରୁତର ଭାବେ ଆହତ
Read More...

ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (LR NEWS ୧୩/୩/୨୦) ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ
Read More...

ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ…

ଅବକାରୀ ଚଢ଼ାଉ, ଚାରି ଗିରଫ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୩ ୨୦୨୦) - : ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରାଯାଇଛି । ଗତକାଲି ଖଲ୍ଲିକୋଟ
Read More...

ନୟାଗଡ଼ ଜିଲ୍ଲାରେ ଏବେ କରୋନା ଭାଇରସ କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ନୟାଗଡ଼ ଜିଲ୍ଲା (ଏଲ୍.ଆର୍ ନ୍ୟୁଜ୍ ) ନୟାଗଡ଼ ତା-୧୩.୩.୨୦  :- ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦୀର୍ଘଦିନ ହେବ ତାମିଲନାଡୁରେ ରହୁଥିବା ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ବିରଞ୍ଚି ରାଉତଙ୍କ ପୁଅ ମନୋଜ କୁମାର ରାଉତଙ୍କୁ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେ
Read More...

ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା…

ଗଞ୍ଜାମ,( LR News, ଟୁକୁନା ପ୍ରଧାନ, ୧୨.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଡ଼ାକ ବଙ୍ଗଳା ପରିସରରେ ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା ସମାବେଶ ଓ ଓଡିଶା ର ଜନନାୟକ ତଥା ପ୍ରବାଦ
Read More...

ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥି ନିମନ୍ତେ ଭିତ୍ତିଭୂମି ସମ୍ପର୍କିତ ଏକ…

ଗଞ୍ଜାମ, (LR News, ୧୨.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥି ନିମନ୍ତେ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ
Read More...