Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅସହାୟ ବ୍ୟକ୍ତି ମାନଙ୍କୁ ଖାଦ୍ୟ ଦେଉଛନ୍ତି ସମାଜ ସେବୀ ପ୍ରଭାତ।


ଖୋର୍ଦ୍ଧା (LR NEWS ୩୦/୩୨୦) ସମଗ୍ର ବିଶ୍ଵରେ ରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଭାରତରେ ଲକ୍ ଡାଉନ୍ ଚାଲିଥିବା ବେଳେ ଚାରିଆଡେ ଶୁନଶାନ୍। ଦୋକାନ ବଜାର ବନ୍ଦ ହେତୁ ବୁଲା ପଶୁ, ନିରୀହ ଓ ଅସାହ୍ୟ ମଣିଷ ପାଇଁ ଭଗବାନ ସୁରୁପ ସାହା ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଧରିତ୍ରୀ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାତ ପାଣଗ୍ରାହୀ। ସେ ଆଜି ଲକ୍ ଡାଉନ୍ ପର ଠାରୁ ସବୁଦିନ ବୁଲି ବୁଲି ନିରୀହ ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତି। ଆଜି ସକାଳେ ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଅସାହ୍ୟ କୁ ଖାଦ୍ୟ ବଣ୍ଟନ କରି ଆତ୍ମ ସନ୍ତୋଷ ଲାଭ କରିଛନ୍ତି। ଆମେ ପଚାରିବାରୁ ସେ କହିଲେ ମୋ ପିଲା ବେଳୁ ଏହି ଅଭ୍ୟାସ ଅଛି । ଆସାହ୍ୟ କୁ ସାହାଯ୍ୟ କରିବା ଯେହେତୁ ଲକ୍ ଡାଉନ୍ ଚାଲିଛି ସରିଲା ପର୍ଯ୍ୟନ୍ତ ଏହି କାର୍ଯୟକ୍ରମଗୁଡ଼ିକ ଚାଲୁ ରହିବ। ତାଙ୍କର ଏଭଳି କାର୍ଯୟକ୍ରମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

4 + eighteen =