Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ କଣ କହୁଛନ୍ତି।

ଭୁବନେଶ୍ୱର (LR NEWS ୪//୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ । ଆଗକୁ କୁତ୍ରିମ ଖାଦ୍ୟାଭାବ ସୃଷ୍ଟି ନକରି ସରକାରଙ୍କୁ ଓ ଜନସାଧାରଣଙ୍କୁ ସହଯୋଗ କରନ୍ତୁ । ଆର୍ଥିକ ମାନ୍ଦା ଅବସ୍ଥାରୁ ନିଜକୁ ଓ ଦେଶକୁ ବଞ୍ଚାଇବା ପାଇଁ ଯେତିକି ଜରୁରୀ ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ । ଏହି ଭାଇରସ ହେଉଛି ଭଗବାନଙ୍କର ଏକ ଅସ୍ତ୍ର । ସଂସାରକୁ ବାଟକୁ ଆଣିବା ପାଇଁ ଏହିଭଳି ଅନେକ ଅସ୍ତ୍ର ଭଗବାନ ବିଭିନ୍ନ ସମୟରେ ପ୍ରୟୋଗ କରିଥାନ୍ତି । ତେଣୁ ନିଜର କି ଅନ୍ୟର କ୍ଷତି କରିବା ନାହିଁ। ସମସ୍ତଙ୍କର ସଂସାରରେ ବଞ୍ଚିବାର ସମାନ ଅଧିକାର ଅଛି; ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିବା । ପ୍ରତ୍ୟେକ ସମୟରେ ଧର୍ଯ୍ୟ ଧରିବା। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

Leave A Reply

Your email address will not be published.

four × five =