Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗ୍ରୀନ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫. ୦୫.୨୦୨୦)-: ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଦୁଆନ ପୋଖରି ହିଡରେ କୋଦଳା ଗ୍ରୀନ କ୍ଲବ ପକ୍ଷରୁ ବୃକ୍ଷରୋପଣ ଓ ଆଗରୁ ରୋପଣ କରାଯାଇଥିବା ବିଭିନ୍ନ ବୃକ୍ଷ ର ରକ୍ଷଣାବେକ୍ଷଣ କାମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଗ୍ରୀନ କ୍ଲବ ର ସଭାପତି ମନୋଜ କୁମାର ପାଢ଼ୀ, ସଦସ୍ୟ କାଳିଆ ବେହେରା, କୁଲୁ ସ୍ଵାଇଁ, ଶିବ ଆଚାରୀ, ସାଗର ମୁଦୁଲି ପ୍ରମୁଖ ସାମିଲ୍ ଥିଲେ । ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି ସେଥିରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କ୍ଲବ ପକ୍ଷରୁ ଆମ ପ୍ରତିନିଧି ଙ୍କୁ କହିଛନ୍ତି । ଏଥି ସହିତ ସମସ୍ତେ ବୃକ୍ଷ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

one × five =