Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସଂଗରୋଧ କେନ୍ଦ୍ର ରେ ଜନ୍ମ ନେଲା ଶିଶୁ ପୁତ୍ର।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୨.୦୫.୨୦୨୦)-:ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ରେ ସନ୍ତୋଷିନୀ ପ୍ରଧାନ (୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ ଗୁଡିଆଳି ଗ୍ରାମ ର ଏହି ମହିଳା ଆଜି ଏକ ପୁତ୍ର ସନ୍ତାନ କୁ ୩.୫୯
Read More...

୨୦ ଦିନରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ।

କଟକ (LR NEWS ୧୧/୫) ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ
Read More...

ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ନର୍ସ ଙ୍କ ଆନ୍ଦୋଳନ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ନର୍ସ ମାନେ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି । ସେମାନଙ୍କ କହିବା କଥା ହେଲା ଡ୍ୟୁଟି ସମୟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବସ ଆଦି ପ୍ରଦାନ
Read More...

ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ଚଢ଼ାଉ, ଚାରି ଗିରଫ ସହ ତିନି ମୋଟର ସାଇକେଲ ଜବତ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର ଛତ୍ରପୁର, ଉମାକାନ୍ତ ସ୍ୱାଇଁ ଖଲିକୋଟ
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ଆମ୍ବ ମାର୍କେଟ ବନ୍ଦ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦)-: କରୋନା ଭାଇରସ ର ଭୟଭୟତା ନେଇ ବ୍ରହ୍ମପୁର ସହର ସ୍ଥିତ ଆମ୍ବ ମାର୍କେଟ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଧ କରିଛନ୍ତି ବି ଏମ୍ ସି କତୃପକ୍ଷ । ସୂଚନା ମୁତାବକ ଏହି ମାର୍କେଟ ରେ ଲୋକମାନେ ସାମାଜିକ ଦୂରତାକୁ ମାନୁନାହାନ୍ତି ।
Read More...

ଗଞ୍ଜାମ ରେ ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି । କରୋନା ଭାଇରସ ର ମୁକାବିଲା ପାଇଁ ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି ।
Read More...

ଡାକ୍ତରଙ୍କ କାନ କାମୁଡି ଦେଲେ ରୋଗୀଙ୍କ ସମ୍ପର୍କୀୟ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୦.୦୫.୨୦୨୦) - : ଆଜି ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଡାକ୍ତର ଏବଂ ରୋଗି ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ରୁ ପ୍ରକାଶ
Read More...

ଖବର କାଗଜ ବାଣ୍ଟିବାରେ ନିଆରା ଆନନ୍ଦ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୫.୨୦୨୦) - : ବର୍ତ୍ତମାନ କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ଲକ୍ ଡାଉନ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ମଧ୍ଯ ପ୍ରଭାବିତ ହୋଇଛି ।ଜନସାଧାରଣଙ୍କୁ ସଚେତନତା କରିବା ଦିଗରେ, ଖବର କାଗଜ, ବା ପ୍ରିଣ୍ଟ୍ ମିଡିଆ ଏବଂ ବିଭିନ୍ନ ଇଲୋକ୍ଟନିକ
Read More...

ଖଲ୍ଲିକୋଟ ଓ ରମ୍ଭା ଅଞ୍ଚଳରେ ଅବକାରୀ ଚଢ଼ାଉ, ତିନ ଗିରଫ ସହ ଦୁଇ ମୋଟର ସାଇକେଲ ଜବତ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୫.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦିନ ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର , ଛତ୍ରପୁର,ଉମାକାନ୍ତ ସ୍ୱାଇଁ
Read More...

ଫିଡ୍ ଦି ନିଡି”ରେ ଶୁଖିଲା ଖାଦ୍ୟ ବିତରଣ ଏବଂ “କରୋନାଯୋଦ୍ଧା”ଙ୍କୁ କୃତଜ୍ଞତାପତ୍ର ପ୍ରଦାନକଲା…

ଖୋର୍ଦ୍ଧା (LR NEWS ତା.୦୯/୦୫ କରୋନାପାଇଁ ହୋଇଥିବା ତାଲାବନ୍ଦ୍ ସମୟରେ ସ୍ବାସ୍ଥ୍ୟକର୍ମୀ,ଆଶା ଓ ଅଙ୍ଗନୱାଡି କର୍ମୀ ଯେଉଁଭଳିଭାବେ ନିଜ ଜୀବନକୁ ବାଜି ଲଗାଇ କରୋନା ଲଢେଇରେ ସାମିଲ ହୋଇଛନ୍ତି,ତାହା ଉଲ୍ଲେଖନୀୟ। ସେମାନେ ତୃଣମୂଳସ୍ତରରେ ବାସ୍ତବ କରୋନାଯୋଦ୍ଧାଭାବେ ପରିଗଣିତ। ମାନନୀୟ
Read More...