Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଖୋରଧା ପାଣି ପଞ୍ଚାୟତ ପକ୍ଷ ପାଳନ ରଥ ର ଶୁଭ ଉଦଘାଟନ।
ଖୋର୍ଦ୍ଧା LR NEWS (୦୧,୦୨, ୨୦୨୩ )ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଁ .ପ୍ରଦୀପ କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଖୋର୍ଦ୍ଧା ଜଳସେଚନ ବିଭାଗର ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା ୨ଟି ରଥ ର ଶୁଭାରମ ଭଦ୍ଦେଶ୍ୟରେ!-->…
Read More...
Read More...
ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ ମୃଗ ଗଣନା ଜାରି।
ଆସ୍କା, LR NEWS ତା 29 .1.2023-ଆଜି ପ୍ରାତଃ ଭୋରରୁ ଦିନ 12 ଟା ପର୍ଯନ୍ତ ଘୁମୁସୁର ଦକ୍ଷିଣ ବନ ଡିଭିଜନ ତରଫରୁ ସାମୁହିକ ଭାବେ ଏକକାଳୀନ କୃଷ୍ଣସ।ର ମୃଗ ଗଣନା କାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ ଆସ୍କା, ବୁଗୁଡା,ପୋଲସରା ରେଞ୍ଜ ଅଞ୍ଚଳର ସମସ୍ତ ସମ୍ଭାବ୍ୟ!-->!-->!-->…
Read More...
Read More...
ଆସିକା ବନାଞ୍ଚଳ ଠାରେ ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା।
ଚାରିମାଇଲି(ଆସିକା)LR NEWS ତା-୨୮.୧.୨୦୨୩ ସ୍ଥାନୀୟ ଆସିକା ବନାଞ୍ଚଳ ପରିସରରେ ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ 2023 ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ଚରଣ ମହାନ୍ତି ଏହାକୁ ଉଦଘାଟନ!-->…
Read More...
Read More...
ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ…
କଟକ LR NEWS ୧୯ା୧: ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେହିପରି ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ ଘେରାଇବା ସମ୍ପର୍କରେ ମୁଖ୍ୟ ବନ!-->…
Read More...
Read More...
ଖୋର୍ଦ୍ଧା ଥାଲାସେମିଆ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଖୋର୍ଦ୍ଧା:LR NEWS ୧୭/୦୧/୨୩ ଆଜି ମାଁ ବରୁଣେଇ ପୀଠ ଠାରେ ଖୋର୍ଦ୍ଧା ଥାଲାସେମିଆ ସଂଘ ତରଫରୁ ଗୋଟେ ସଭା ଅନୁଷ୍ଠିତ ହୋଇ ସାରିଛି, ସେଥିରେ ଓଡ଼ିଶା ଥାଲାସେମିଆ ସୋଷାଇଟୀର ସେକ୍ରେଟାରୀ ନିରାକାର ପଣ୍ଡା, ଯୋଇଣ୍ଟ ସେକ୍ରେଟାରୀ ଦୀପକ ଯାଲୀ, ଜେନେରାଲ ସେକ୍ରେଟାରୀ ନିମାଇଁ ଚରଣ ମହାରଣା!-->…
Read More...
Read More...
ପୁରୀ ରେ ଯୋଗଦାନ କଲେ ନୂଆ ଏସଡିପିଆରଓ
LR NEWS ପୁରୀ ଜିଲ୍ଲା ରେ ନୂଆ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବରେ ଶ୍ରୀଯୁକ୍ତ ରଘୁନାଥ ସେଠୀ ଯୋଗଦାନ କରିଛନ୍ତି। ପୂର୍ବତନ ଉପ ଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା ଙ୍କ ବଦଳି ପରେ ଶ୍ରୀ ସେଠୀ ତା ୦୨/୦୧/୨୩ରିଖ ରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ!-->…
Read More...
Read More...
କେଡିୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ
ଖୋର୍ଦ୍ଧାLR NEWS : ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ( କେଡିୟୁଜେ) ପକ୍ଷରୁ ଖୋର୍ଦ୍ଧା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ତଥା!-->…
Read More...
Read More...
ଖୋର୍ଦ୍ଧା ବନବିଭାଗ ଦ୍ୱାରା ବେଆଇନ କରତକଲ ଉପେର ଚଢ଼ାଉ ।
LR NEWS - ବୁଧବାର 21/12/2022 ରିଖ ଦିନ ଖୋର୍ଦ୍ଧା ବନଖଣ୍ଡର ACF ଅସିତ ମିଶ୍ର ଙ୍କ ତତ୍ୱାବଧାନ ରେ ପିପିଲି ଚନ୍ଦ୍ରଦେଇପୁର ଠାରେ ଚାଲୁଥିବା ଏକ ବେଆଇନ କରତକଳ ଉପରେ ଚଢ଼ାଉ କରାଇଯାଇଥିଲା. ଏହି ଚଢ଼ାଉ ସମୟରେ କରତକଳ ର ସମସ୍ତ ଯନ୍ତ୍ରାଂଶ ଓ ମୂଲ୍ୟବାନ ଶିଶୁ ଓ ପୋଲାଙ୍ଗ କାଠ ଜବତ!-->…
Read More...
Read More...
ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ।
ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ କାଳଷଣ୍ଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରର ଏକ ଷ୍ଟାଣ୍ଡ ଫେନ୍ ସଂସ୍ପର୍ଶରେ ଆସି ବିବାହିତ ମହିଳା ମାମୁନି ସ୍ବାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ!-->…
Read More...
Read More...
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକଙ୍କ ଦେହାନ୍ତ।
ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକ (୫୩) ଙ୍କ ଆଜି ସକାଳ ପାଖା ପାଖି ପ୍ରାୟ ୫.୩୦ ମିନିଟ୍ ସମୟ ରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥା ରେ ଦେହାନ୍ତ!-->…
Read More...
Read More...