Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଲା ମିଲିତ ଅମଲା ମଞ୍ଚ ତରଫ ରୁ ୨୨.୫.୨୦୨୩ ରିଖରୁ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିବା ପାଈଁ ସଜବାଜ।

LR NEWS ଖୋରଧା – ତା ୧୫.୫.୨୦୨୩ ରିଖ ଅପରାହ୍ନ ୬.୦୦ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ମିଲିତ ଅମଲା ମଞ୍ଚ ର ଅଧ୍ୟକ୍ଷ ଶ୍ରୀ ଆଶୋକ କୁମାର ପଣ୍ଡା ଙ୍କ ଅହାୱାନ କ୍ରମେ , ତିନି ଗୋଟି ବ୍ଲକ ଯଥା ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ର ଅମଲା ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବି. ଡି.ଓ, ଭୁବନେଶ୍ୱର ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ସରକାର ଯଦି ୨୧.୫.୨୦୨୩ ରିଖ ଭିତରେ ଅମଲା ମାନଙ୍କର ଏକମାତ୍ର ଦାବି ୪୨୦୦ ଗ୍ରେଡ ପେ ବିଚାରକୁ ନ ନିଅନ୍ତି, ତାହାଲେ ଆସନ୍ତା ୨୨.୫.୨୦୨୩ ରିଖରୁ କଳା ବାଚ୍ ପରିଧାନ କରି ପ୍ରତିବାଦ କରିବା ଏବଂ ୧.୬.୨୦୨୩ ରୁ ସମୂହ ଛୁଟି ରେ ଯାଇ ଜିଲ୍ଲା ର ସମସ୍ତ ଦପ୍ତର କୁ ଅଚଳ କରିଦିଆଯିବା ପାଇଁ ନିଷ୍ପତି ନୀୟଗଲା। ସଭାରେ , ଲଲାଟେନ୍ଦୁ କର, ଦିଲ୍ଲୀପ ବେହେରା, ନିରଞ୍ଜନ ମହାରଣା, ସନ୍ତୋଷ କୁମାର ନିଶଙ୍କ ଏପରି ୭୦ ରୁ ଉର୍ଦ୍ଧ ସମସ୍ତ ବିଭାଗ ରୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.

three × two =