Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ଶୋକସନ୍ତପ୍ତ ପରିବାର କୁ ସହାୟତା ପ୍ରଦାନ କଲେ ପୋଲସରା ବିଧାୟକ ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ନରସିଂହ ପଲ୍ଲି ଗ୍ରାମର ନନ୍ଦିତା ପାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ ।ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
Read More...

ଆସିକା ପୋଲିସ ଦ୍ୱାରା ଡକାୟିତ ଯୋଜନା କରୁଥିବା ୪ ଯୁବକ ଗିରଫ ।

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୩୧.୦୫.୨୦୨୧)-: ଗଂଜାମ ଜିଲ୍ଲା ଆସିକା ପୋଲିସ ଦ୍ୱାରା ଡକାୟତି ଯୋଜନା କରୁଥିବା ଚାରି ଜଣ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ମାନଙ୍କ ଠାରୁ ମାଉଜର ର ଖଣ୍ଡା କାତି ବୋମା ଓ ଦୁଇ ମୋଟରସାଇକେଲ ସହିତ ଡକାୟତି ରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ବେଳେ
Read More...

କାଳିମେଘି ଗ୍ରାମରେ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୩୦/୦୫/୨୦୨୧)-:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅର ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶେରଗଡ ଥାନ ଶେରଗଡ ଗ୍ରାମର ସୀମାଞ୍ଚଳ ସ୍ୱାଇଁଙ୍କ ଝିଅ
Read More...

ବିଜେପି ପକ୍ଷରୁ ବ୍ରହ୍ମପୁର ରେ ମାସ୍କ ବଣ୍ଟନ ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: କେନ୍ଦ୍ର ରେ ମୋଦୀ ସରକାର ଙ୍କ ଦ୍ୱିତୀୟ ପାଳି ର ଦୁଇବର୍ଷ ପୂର୍ତ୍ତି ଅବସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ଓ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସେବା ହିଁ
Read More...

ଜୁଆଆଡା ଉପରେ ପୋଲିସ ର ଚଢ଼ାଉ ।

ବ୍ରହ୍ମପୁର ( LR NEWS ଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ଆସିକା ଖମ୍ବେଶ୍ବରୀ ପାଟଣା ନିରଞ୍ଜନ ମହିଳା ମହାବିଦ୍ୟାଳୟ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଆସିକା ପୋଲିସ ର ଚଢ଼ାଉ l ଦୁଇ ଲକ୍ଷ ଦଶ ହଜାର ପାଞ୍ଚସହ ଟଙ୍କା, ଚାରୋଟି ମୋଟର ସାଇକେଲ, ଏଗାର ଟି ମୋବାଇଲ ଫୋନ ଜବତ
Read More...

ବିଜେପି ପକ୍ଷରୁ ବି. ନୂଆପଲ୍ଲୀ ରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୃତ୍ତି ପୂରଣ ଉପଲକ୍ଷେ ଭାରତୀୟ ଜନତାପାର୍ଟି ତରଫରୁ ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ
Read More...

ଅଲାଡିଗାଁ ରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରୀ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୨୯.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡିଗାଁ ତେଲି ସାହି ର ରଞ୍ଜନ କୁମାର ମହାନ୍ତି ଙ୍କ ଘର ବାରି ପଟ କବାଟ ଖୋଲି, ଗତ କାଲି ବିଳମ୍ବିତ ରାତିରେ ଆଲମିରା ଲକ୍ ଖୋଲି ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ସହ ୨ ଗୋଟି ପତିଲି
Read More...

ତାଳସର ରେ ନିରାଡମ୍ବର ସହକାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୨୫.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଆଜି ନିରାଡମ୍ବର ସହକାରେ କୋଭିଡ୍ ନିୟମ କୁ ମାନି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ଜନ୍ମ ଦିନ ତଥା ନୃସିଂହ
Read More...

ଆସିକା ରେ ନୂତନ ଏସଡିପିଓ ଭାବେ ଯୋଗଦେଲେ ଉମାଶଙ୍କର ସିଂ।

ବ୍ରହ୍ମପୁର (LR NEWS ଟୁକୁନା ପ୍ରଧାନ, ୨୫.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ପୂର୍ବତନ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଠାରୁ ଦାୟିତ୍ବ ଗ୍ରହଣ କଲେ ନୂତନ ଭାବେ ଯୋଗ ଦେଇଥିବା ଏସଡିପିଓ ଉମାଶଙ୍କର ସିଂ ।ଏହି ଅବସରରେ ଆସିକା ଉପଖଣ୍ଡ ପୋଲିସର ସମସ୍ତ ଥାନା ଅଧିକାରୀ ନୂତନ ଭାବେ
Read More...

ବିଶିଷ୍ଟ କର୍ମଚାରୀ ଓ ଶ୍ରମିକ ନେତା ବୃନ୍ଦାବନ ସାବତଙ୍କ ସ୍ମୃତିସଭା।

ଗଞ୍ଜାମ (LR NEWS) ସରକାରୀ କର୍ମଚାରୀ ଭାବେ ନିଜ କାର୍ଯ୍ୟ ଆରମ୍ଭ କରି କର୍ମଚାରୀମାନଙ୍କ ତଥା ଶ୍ରମିକ ମାନକ ହକ ପାଇଁ ଅହ ରହ ସଂଗ୍ରାମ ତଥା ସରକାରଙ୍କ ନିକଟରେ ସଠିକ୍ ଦାବି ଉପସ୍ଥାପନା କରି ସେମାନଙ୍କୁ ନ୍ୟାଯ୍ୟ ସଙ୍ଗତ ସମ୍ମାନ ଦେବାରେ ଶ୍ରୀ ବୃନ୍ଦାବନ ସାବତ ଙ୍କ ଭୂମିକା ଅତ୍ୟନ୍ତ
Read More...