Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସାହୁ ଗାଁ,ବଜାର ଗଳି କନ୍ଧି ବୁଲି ବୁଲି କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ପ୍ରଚାର ଓ ସଚେତନତା କରୁଥିବା ଦେଖିବାକୁ ମିଳୁଛି।

ଖୋର୍ଦ୍ଧା(LR NEWS ୨୭/୩/୨୦) ଆଜି ବେଗୁନିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସାହୁ ମହୋଦୟ ଗାଁ,ବଜାର ଗଳି କନ୍ଧି ବୁଲି ବୁଲି କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ପ୍ରଚାର ଓ ସଚେତନତା କରୁଥିବା ଦେଖିବାକୁ ମିଳୁଛି। ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି କେହି ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଥାନା ଅଧିକାରୀ ଙ୍କ କାର୍ଯୟକ୍ରମ କୁ ଲୋକେ ପ୍ରଶଂସା କରୁଥିବା ବେଳେ ଆଜି ସକାଳେ କିଛି ପୋଲିସ ଭାଇ ସୋସିଆଲ ଦୂରତା ନ ରଖି ଲୁଚିଛପି ଆସି ଚା ଦୋକାନରେ ଚା ଓ ପାନ ନେଉଥିବା ଦେଖାଦେଇଛି।

Leave A Reply

Your email address will not be published.

five × 5 =