Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବେଳେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଖୋର୍ଦ୍ଧା ଏସ.ପି ଙ୍କ ସୂଚନା।

ଖୋର୍ଦ୍ଧା (LR NEWS:26/03/2020):
ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ ସାଧାରଣ ଜନତାଙ୍କ ଉଦେଶ୍ୟରେ କହିଛନ୍ତି।

ସେଥିରେ କୁହାଯାଇଛି ଯେ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହେଉଥିଲେ ମାଲ ଥିବା ବା ଖାଲିଥିବା ପିକଅପ ଓ ଟ୍ରକ ଗୁଡିକର ଯାତାୟାତ ପାଇଁ କଟକଣା ନାହିଁ।ଏହା ସହିତ ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଦୁଇଚାକିଆ ପାଇଁ ମଧ୍ୟ କଟକଣା ନାହିଁ।ଯଦି କାହାକୁ ଅସୁବିଧା ହୁଏ ତେବେ ସେ ତାଙ୍କର ମୋବାଇଲ ନମ୍ବର ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି।

Leave A Reply

Your email address will not be published.

15 − fifteen =