Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ପାଇଁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି।

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) – : କରୋନା ପାଇଁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି।

ଏଥିରେ ୨୪ ଜଣ ଡାକ୍ତର ଅଛନ୍ତି। ଏବଂ ଏଥିରେ ବିଭିନ୍ନ ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି। ଡିଆର୍‌ଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ ଥିବା ଡାକ୍ତରମାନଙ୍କୁ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ୍‌ ମାଧ୍ୟମରେ ଯେ କୌଣସି ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଏବଂ ଏହି ଡାକ୍ତର ପ୍ୟାନେଲରେ ମଧ୍ଯ ଗଞ୍ଜାମ ଜିଲ୍ଲା ର ଦୁଇ ଜଣ ପୂର୍ବତନ ବିଧାୟକ ଅଛନ୍ତି ସେମାନେ ହେଲେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡାକ୍ତର ପ୍ରିୟାସୁଂ ପ୍ରଧାନ ।

Leave A Reply

Your email address will not be published.

3 × two =