Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୯.୦୪.୨୦୨୦) - : ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ତରଫରୁ, ସlଙ୍କୁଡା ପଞ୍ଚାୟତର ଲଚ୍ଛିପୁର, ଚଣ୍ଡପଲ୍ଲୀ, ତିତିରିଡି ଏବଂ ସାଙ୍କୁଡା ରେ ରହୁଥିବା କିଛି ଅସହାୟ ପରିବାର କୁ ରାସନ
Read More...

ପଥର କ୍ୱାରି ରେ ୩ ଶ୍ରମିକ ଙ୍କ ମୃତ୍ୟୁ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁ ନିକଟ ପଥର କ୍ୱାରିରେ ଅଘଟଣ । ମାଟି ଅତଡ଼ା ସହ ପଥର ଖସି ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା
Read More...

ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦିବ୍ୟାଙ୍ଗ ଯୁବକ “ଭୀମସେନ।

ଗଞ୍ଜାମ (LR NEWS, ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : କରୋନା ଭାଇରସ ପାଇଁ ସାରାଦେଶ ଲକ୍ ଡାଉନ ଥିବା ବେଳେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ଜନସାଧାରଣ ମାନେ ସେଥିମଧ୍ୟରୁ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ସମସ୍ୟା ହେଉଛି ଅନ୍ୟତମ । କରୋନା ଲକ୍ ଡାଉନ ର ଯୋଦ୍ଧା ସାଜିଲେ
Read More...

ଚେନ୍ନାଇ ରୁ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ଆସିଲେ ୩୩ ଜଣ ଲୋକ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ର ୩୩ ଜଣ ଲୋକ ଏକ ଡଙ୍ଗା ସାହାଯ୍ଯ ରେ ଚେନ୍ନାଇ ରୁ ସମୁଦ୍ର ଭିତରେ ଆସି ଗତକାଲି ରାତି ୧ ରେ ( ଗୋଟାଏ ରେ) ଆର୍ଯ୍ୟପଲ୍ଲୀ ଠାରେ ପହଞ୍ଚିଛନ୍ତି ଏବଂ ସେମାନେ ସାନ ଆର୍ଯ୍ଯପଲ୍ଲୀ ଗ୍ରାମରେ ଥିବା ଅସ୍ଥାୟୀ
Read More...

ଖୋର୍ଦ୍ଧା ବାଜପୁର ବେତ ବଣୀଆ ରେ ମାସ୍କ ଓ ବିସ୍କୁଟ ବଣ୍ଟନ।

ଖୋର୍ଦ୍ଧା (LR NEWS ୨୮/୪) କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ , ବ୍ୟକ୍ତିବିଶେଷ ନିଜର ସାମର୍ଥ୍ୟ ମୁତାବକ ଜନସାଧାରଣ ଙ୍କ ପାଇଁ କିଛି କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଖୋର୍ଦ୍ଧା ସଦର ଥାନା
Read More...

କରୋନା ସହାୟତା ତଦାରଖ କରୁଛନ୍ତି ପୋଲସରା ବିଧାୟକ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ,୨୮. ୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା, ଉସ୍ତାପଡା,ବନ୍ଥପଲ୍ଲି ଓ ମୁକ୍ତାମାଳଦେଇପୁର ଶାସନ ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା ସହାୟତା ଠିକ ଭାବେ ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି
Read More...

କର୍ତ୍ତବ୍ୟ ଆଗରେ ମେରୁଦଣ୍ଡ ଯନ୍ତ୍ରଣା ତୁଛ, ଅଙ୍ଗନୱାଡ଼ି କର୍ମୀ ‘ଅର୍ଣ୍ଣପୂର୍ଣ୍ଣା’ ।

ଗଞ୍ଜାମ,(LR News, ଟୁକୁନା ପ୍ରଧାନ, ୨୮.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ ର କର୍ମକର୍ତ୍ତା ଏବଂ ସ୍ଵେଚ୍ଛାସେବୀ ମାନେ ମଧ୍ଯ ନିଜ ଜୀବନ କୁ ବାଜି ଲଗାଇ ଅହରହ ସଂଗ୍ରାମ କରୁଛନ୍ତି କରୋନା ବିରୋଧରେ । ସେହିପରି
Read More...

ସୁରଥ ରୁ ଗଞ୍ଜାମ ବାହାରିଲା ୪ ବସ୍ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୭.୦୪.୨୦୨୦) - : ସୁରତରୁ ଗଂଜାମ ବାହାରିଲା ୪ ବସ୍ । ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି । ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍ । ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା । ଯାତ୍ରୀ ଓ ବସ୍‌କୁ ଯିବାକୁ
Read More...

ଶିକ୍ଷକଙ୍କ ପାଇଁ ବୀମା ଲାଗୁ କରିବାକୁ ଦାବୀ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୭.୦୪.୨୦୨୦) - : ମହାମାରୀ କରୋନା କୁ ପରାଜିତ କରିବା ପାଇଁ ଦେଶରେ ସ୍ୱାସ୍ଥ୍ୟ ବିଭାଗ ସହ ପୁଲିସ ଓ ସମ୍ବାଦଦାତା ତଥା ପ୍ରଶାସନ ପକ୍ଷରୁ କରାଯାଉଥିବା କାର୍ଯ୍ୟ ପ୍ରଶଂଶନୀୟ l ସେପଟେ ଅନୁରୂପ ଭlବରେ ବର୍ତ୍ତମାନ ଶିକ୍ଷକମାନେ ଏହି କାର୍ଯ୍ୟରେ
Read More...

ଯୁବ ସ୍ଵେଚ୍ଛାସେବୀ ମାନଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ ଓ ସାବୁନ୍ ବଣ୍ଟନ।

ଗଞ୍ଜାମ,( LR News, ଟୁକୁନା ପ୍ରଧାନ , ୨୭.୦୪.୨୦୨୦) - : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ,ସଫେଇ କର୍ମଚାରୀ ଓ
Read More...