“ଫିଡ୍ ଦି ନିଡି” କାର୍ଯ୍ଯକ୍ରମ ଅନୁଯାୟୀ ଶୁଖିଲା ଖାଦ୍ଯ ବଣ୍ଟନ ଓ କରୋନାଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନକଲା…
ଖୋର୍ଦ୍ଧା (LR NEWS ତା ୦୮/୦୫) କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଓ ରାଜ୍ଯସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ତଥାପି ଅନେକଲୋକ ବିଭିନ୍ନ କାରଣରୁ!-->…
Read More...
Read More...