ଗଞ୍ଜାମ, (ଟୁକୁନା ପ୍ରଧାନ, ୧୮. ୦୫.୨୦୨୦) – : ଗତ କିଛିଦିନ ତଳେ ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯ ବରଣ କରିଥିବା ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାର ବର୍ଗକୁ ସାମ୍ବାଦିକ ରୋହିତ ପ୍ରଧାନ ଙ୍କ ଦ୍ଵାରା ସୁରାଟ ଅମୁରୋଲୀ ନୀକଟ ଅଞ୍ଜନୀ ସ୍ଥିତ ରହୁଥିବା ପ୍ରବାସୀ ଓଡ଼ିଆ ସମାଜ ସେବୀ ଗଙ୍ଗାଧର ସାହୁ ଙ୍କ ନେତୃତ୍ୱରେ ସଙ୍କର୍ଷଣ ପ୍ରଧାନ, ସମୀର ପ୍ରଧାନ, ପ୍ରଦୀପ ଭୂୟାଁ, ଭଗବାନ ପ୍ରଧାନ ଏବଂ ଭଞ୍ଜ ମଳୀକ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।