Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଚାରିଜଣଙ୍କ ନାମରେ ମାମଲା ରୁଜୁକଲା ବେଗୁନିଆପଡା ପୋଲିସ।

ଗଞ୍ଜାମ ( LR NEWS ୫/୪) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ Head lines, Odisha ର ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୋଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସାମ୍ବାଦିକ ଶ୍ରୀ ନାୟକ ଗତ ମେ ୧
Read More...

ସଂଗରୋଧ କକ୍ଷରେ ବିଶୃଙ୍ଖଳିତ ଆଚରଣ ନେଇ ୧୨ ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜ୍ଜୁ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ଜନତା ହାଇସ୍କୁଲ ଓ ରାଗପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଦୁଇଗୋଟି ସଂଗରୋଧ କକ୍ଷରୁ ସୁରଟ ଫେରନ୍ତା ମନଇଚ୍ଛା ଫାଟକ ଭାଙ୍ଗି ଶତାଧିକ ଲୋକ ବାହାରକୁ ଯାଇ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୨ ଟି
Read More...

ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଜିଲ୍ଲାର ବେଗୁନିଆପଡା ଓ ପୋଲସରା ବ୍ଲକରେ ୨୭୦ ରୁ ଉର୍ଦ୍ଧ ଏଚ.…

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) - : ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଜିଲ୍ଲାର ବେଗୁନିଆପଡା ଓ ପୋଲସରା ବ୍ଲକରେ ୨୭୦ ରୁ ଉର୍ଦ୍ଧ ଏଚ. ଆଇ. ଭି ସଂକ୍ରମିତ ତଥା ବିପଦସଂକୁଳ ପରିସ୍ଥିତିରେ ଥିବା ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏହି କରୋନା ମହାମାରୀ
Read More...

ଗ୍ରୀନ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫. ୦୫.୨୦୨୦)-: ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଦୁଆନ ପୋଖରି ହିଡରେ କୋଦଳା ଗ୍ରୀନ କ୍ଲବ ପକ୍ଷରୁ ବୃକ୍ଷରୋପଣ ଓ ଆଗରୁ ରୋପଣ କରାଯାଇଥିବା ବିଭିନ୍ନ ବୃକ୍ଷ ର ରକ୍ଷଣାବେକ୍ଷଣ କାମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରୀନ କ୍ଲବ ର
Read More...

କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ କଣ କହୁଛନ୍ତି।

ଭୁବନେଶ୍ୱର (LR NEWS ୪//୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।
Read More...

ଦୁଇ ପରିବାର ଙ୍କୁ ପୋଲସରା ବିଧାୟକ ଙ୍କ ଆର୍ଥିକ ସହାୟତା ସହ ସମବେଦନା ଜଣାଇଛନ୍ତି ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଥରୁ ଓଡିଶା ବସରେ ଫେରୁଥିବା ସମୟରେ ଗତକାଲି ରାତିରେ କଳିଙ୍ଗଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଗୁଡା ଏନ୍ଏସି ଅଞ୍ଚଳର ର ସନ୍ତୋଷ ସେଠୀ ଓ ବୁଗୁଡା ବ୍ଲକ ବରଡିପଲ୍ଲି ଗ୍ରାମର ଚିତ୍ତରଞ୍ଜନ ସେଠୀ ଦୁଇ
Read More...

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କରୋଣ୍ଟାଇନ ସେଣ୍ଟରରୁ ପ୍ରବାସୀ ଓଡିଆ ଙ୍କ ଫେରାର୍ ଘଟଣା, ଜିଲ୍ଲପାଳ ଏବଂ ଏସ୍ ପି…

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : କ୍ବାରେଣ୍ଟାଇନ୍‌ ସେଣ୍ଟରର ଫାଟକ ଭଙ୍ଗାରୁଜା କରି ପଳାୟନ କରିଥିବା ଶତାଧିକ ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ କିଛି ଫେରିଥିବା ବେଳେ ଆଉ କିଛି ଫେରି ନାହାଁନ୍ତି । ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ
Read More...

ପୁଣି କଳିଙ୍ଗା ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍‌ ପୁଣି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି
Read More...

ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ବସ୍ ଓଲଟିଲା, ସୁରତରୁ ଫେରିବା ବେଳେ ଅଧ ବାଟରେ ଦୁର୍ଘଟଣା ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସିମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍‌ଟି ଗଞ୍ଜାମ ଯାଉଥିବା
Read More...

ସୁରାଟ ରୁ ଫେରିଲେ ୫୮ ଜଣ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - :କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ ପରେ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ଏବେ ଉଭୟ ରାଜ୍ୟର ସରକାରଙ୍କ ଆଲୋଚନା ପରେ ଘର ବାହୁଡ଼ା ହେଉଛନ୍ତି ଶ୍ରମିକ ମାନେ ।ଆଜି ଗଂଜାମ କୋଦଳା ଠାରେ ପହଞ୍ଚିଛନ୍ତି ୫୮ ଜଣ ଓଡ଼ିଆ
Read More...