ପୋଲସରା ବିଧାୟକ ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲିବା ସହ ପ୍ରବାସୀ ଓଡିଆ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୯.୦୫.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ପୋଲସରାବ୍ଲକଭାଟଖାଲି,କରାତଳି,ଘୋଡାପଲାଣ,କରଞ୍ଜରା,ଜେନାପୁର, ଜିଲୁଣ୍ଡା,ହୀରାପଲ୍ଲି,ସୁନାରିବୁଗୁଡା,ଲକ୍ଷ୍ମଣପଲ୍ଲୀ,ସାନବରଗାଁ,ନିମିନା ଆଦି ସ୍ଥାନରେ ଥିବା ସଂଗରୋଧ କେନ୍ଦ୍ର କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯିବା ସହ ପ୍ରବାସୀ ଓଡ଼ିଆ ମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।