Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲକଡାଉନ୍ ସମୟରେ ବିଜେପି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ।

ଖୋର୍ଦ୍ଧା (LR NEWS ୧୪/୦୫). ମହାମାରୀ କରୋନା ପାଇଁ ହୋଇଥିବା ତାଲାବନ୍ଦ୍ ଯୋଗୁଁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ସମସ୍ୟା ବେଳୁ ବେଳ ବଢିଚାଲିଛି। ଏପରିକି କାମଧନ୍ଦା ନ ମିଳିବାରୁ ନିରୀହ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିସମୟରେ ମାନନୀୟ ପ୍ରଧାନମନ୍ତ୍ରୀ
Read More...

ଚୋରା ମାଟି ଚାଲାଣ ବେଳେ ୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ, ଛଅ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଚୋରା ବାଲି, କାଠ ଓ ମରମ ଚାଲାଣ ହେଉଥିବା ବେଳେ ଗତ କାଲି ମଧ୍ୟରାତ୍ର ରେ ଖଲ୍ଲିକୋଟ ପୋଲିସ ବିଶେଷ ସୁତ୍ର ରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ସବ
Read More...

ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ କଲେ ଯୁବ…

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) - : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ପୋଲସରା ଅଞ୍ଚଳର ଯୁବ ସମାଜସେବୀ
Read More...

ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) - : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ଆଜି ଉତ୍କଳ ଛାତ୍ର ସଂଗଠନ ତରଫରୁ
Read More...

ଅଗ୍ନିକାଣ୍ଡ ଘଟି ୧୪ ବଖରା ଘର ପୋଡି ପାଉଁଶ ।

ଗଂଜାମ (ଟୁକୁନା ପ୍ରଧାନ ୧୩. ୦୫. ୨୦୨୦ ) - : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମ ର ଖଇରଝୋଳ ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଆଖି ପିଛୁଳାକେ ଘର କୁ ଘର ନିଆଁ ଲାଗି ପ୍ରାୟ ୧୨ ଟି ପରିବାରର ୧୪ ବଖରା ଘର ପୋଡି ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ
Read More...

ସଂଗରୋଧ କେନ୍ଦ୍ର ରେ ଜନ୍ମ ନେଲା ଶିଶୁ ପୁତ୍ର।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୨.୦୫.୨୦୨୦)-:ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ରେ ସନ୍ତୋଷିନୀ ପ୍ରଧାନ (୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ ଗୁଡିଆଳି ଗ୍ରାମ ର ଏହି ମହିଳା ଆଜି ଏକ ପୁତ୍ର ସନ୍ତାନ କୁ ୩.୫୯
Read More...

୨୦ ଦିନରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ।

କଟକ (LR NEWS ୧୧/୫) ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ
Read More...

ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ନର୍ସ ଙ୍କ ଆନ୍ଦୋଳନ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ନର୍ସ ମାନେ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି । ସେମାନଙ୍କ କହିବା କଥା ହେଲା ଡ୍ୟୁଟି ସମୟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବସ ଆଦି ପ୍ରଦାନ
Read More...

ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ଚଢ଼ାଉ, ଚାରି ଗିରଫ ସହ ତିନି ମୋଟର ସାଇକେଲ ଜବତ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର ଛତ୍ରପୁର, ଉମାକାନ୍ତ ସ୍ୱାଇଁ ଖଲିକୋଟ
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ଆମ୍ବ ମାର୍କେଟ ବନ୍ଦ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦)-: କରୋନା ଭାଇରସ ର ଭୟଭୟତା ନେଇ ବ୍ରହ୍ମପୁର ସହର ସ୍ଥିତ ଆମ୍ବ ମାର୍କେଟ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଧ କରିଛନ୍ତି ବି ଏମ୍ ସି କତୃପକ୍ଷ । ସୂଚନା ମୁତାବକ ଏହି ମାର୍କେଟ ରେ ଲୋକମାନେ ସାମାଜିକ ଦୂରତାକୁ ମାନୁନାହାନ୍ତି ।
Read More...