କବିସୂର୍ଯ୍ୟନଗର ବିଧାୟିକାଙ୍କ ବିଭିନ୍ନ ସଂଗରୋଧ ଗୃହ ପରିଦର୍ଶନ, ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୮.୦୫.୨୦୨୦) - : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକର ବିଭିନ୍ନ ସଂଗରୋଧ ଗୃହ ବୁଲି ଦେଖିଥିଲେ ।ଏହି ବ୍ଲକର ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର, ଏସ.ଛଚିନା ,ବୁରୁଝରି, ସୁମଣ୍ଡଳ, ସାଙ୍କୁଡା ,ଷଣ୍ଢମୂଳ,ଅଙ୍ଗାରଗାଁ!-->…
Read More...
Read More...