Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୁଣି ଚେନଟାଣି ପ୍ରବାସୀ ଓଡ଼ିଆ ଅଟକିଲେ ଅଧା ବାଟରେ ।


ବାଲୁଗାଁ (LR NEWS ପ୍ରତାପ ମହାରଣା 28।05।2020) -ଆଜି ସକାଳେ ଚେନାଇରୁ ଭଦ୍ରକ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନକୁ ବାଲୁଗାଁ ନିକଟସ୍ଥ ଧୂଆଁଲ ଗ୍ରାମରେ ପ୍ରବାସୀ ଓଡ଼ିଆ ଚେନପୁଲ କରି 50ରୁ ଅଧିକ ଲୋକ ଓଲେହି ବିଲରେ ଏଣେ ତେଣେ ଯିବାର ଗ୍ରାମ ବାସି ଦେଖିବା ପରେ ସେମାନଂକୁ ଅଟକାଇ ପୋଲିସକୁ ଜଣାଇ ଥିଲେ l ପୋଲିସ ତୁରନ୍ତ ସେଠି ପହଂଚି ପ୍ରବାସୀଙ୍କୁ ଏକାଠି ଗୋଟେ ଜାଗାରେ ରଖି ସ୍ଥାନୀୟ ସିଙ୍ଗେଶ୍ୱର ସରପଞ୍ଚକୁ ଅବଗତ କରିଥିଲେ। ସରପଞ୍ଚ ସୁଧାକର ପ୍ରଧାନ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଥିଲେ l କିଛି ପ୍ରବାସୀ ପୋଲିସ ଆସିବା ପୂର୍ବରୁ ସେଠାରୁ ଚାଲି ଯାଇଥିବାର ସ୍ଥାନୀୟ ଲୋକ କହିବା ସହ ସଂକ୍ରମଣ ହେବାର ଭୟ ରହିଛି ବୋଲି କହିଛନ୍ତି lଗଞ୍ଜାମ, ଟାଙ୍ଗି, ବାଣପୁର ଓ ବାଲୁଗାଁ ଅଂଚଳର କିଛି ପ୍ରବାସୀ ଶ୍ରମିକ ଥିଲେ ବୋଲି।ସୂଚନା ମିଳିଛି।ଖଲ୍ଲିକୋଟ ତହସିଲଦାର,ବାଲୁଗାଁ ପୋଲିସ, ଓ ସିଙ୍ଗେଶ୍ୱର ସରପଞ୍ଚ ସୁଧାକର ପ୍ରଧାନଙ୍କ ସହାୟତାରେ ଏକ ବସ ଯୋଗେ ନିଜ ଅଂଚଳକୁ ଯାଇପାରିଲେ।

Leave A Reply

Your email address will not be published.

17 + sixteen =