Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜାମ୍ମୁ କାଶ୍ମୀର ରୁ ବିମାନ ଯୋଗେ ଫେରିଲେ ପ୍ରବାସୀ ଓଡିଆ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୭.୦୬.୨୦୨୦) - :ଜାମ୍ମୁ କାଶ୍ମୀରରେ ଅଟକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଆଣିଛନ୍ତି।କବିସୂର୍ଯ୍ଯନଗର ବିଧାୟିକା
Read More...

ଦୁଇ ପଞ୍ଚାୟତ ର ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖଲ୍ଲିକୋଟ ବ୍ଲକର ୧୦ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍, ୨୨ଟି ଗାଁକୁ…

ଗଞ୍ଜାମ( LR NEWS ଟୁକୁନା ପ୍ରଧାନ ୭ .୬.୨୦୨୦) - : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୧୦ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ
Read More...

ବାଲୁଗାଁ ଓ ବାଣପୁର ରେ ସଟ ଡାଉନ୍ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଆଉ ଏସପି।

ବାଣପୁର : (LR NEWS ବାସୁଦେବ ମୁଦୁଲି) କରୋନା କୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜୁନ୍‌ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ
Read More...

ସବୁ ସ୍କୁଲରେ ହେବ ନାମ ଲେଖା: ଗଣଶିକ୍ଷାମନ୍ତ୍ରୀ।

ଭୁବନେଶ୍ୱର, (LR NEWS): ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲା ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଫାଉଣ୍ଡେସନ ।

ଖୋର୍ଦ୍ଧା। ( LR NEWS ବାସୁଦେବ ମୁଦୁଲି /ତା.୬/୦୬.) ମହାମାରୀ କରୋନାକୁ ମୁକାବିଲା କରିବାରେ ଯେଉଁ ଯୋଦ୍ଧାମାନେ ତୃଣମୂଳ ସ୍ତରରେ ନିଜ ଜୀବନକୁ ବାଜିଲଗାଇ ନିଜର ସେବାକୁ ବ୍ରତଭାବେ ଧରିନେଇଛନ୍ତି, ବାସ୍ତବିକ୍ ସେମାନେ ପ୍ରଶଂସନୀୟ। ସେ ଆଶାକର୍ମୀ ହେଉ ଅଥବା ଅଙ୍ଗନୱାଡିକର୍ମୀ ହେଉ ଅବା
Read More...

ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ…

ଖୋର୍ଦ୍ଧା (LR NEWS ଦିଲ୍ଲୀପ ପ୍ରଧାନ ୫/୬) ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଅଛି,ସାରା ବିଶ୍ୱରେ ବିରଳ ଏହି ହାତ ଗୋଡ଼ ଥିବା ଚତୁର୍ଦ୍ଧା ମୂର୍ତ୍ତି
Read More...

କିଆବୁଦା ମୁଳୁ ଉଦ୍ଧାର ହେଲା ନବଜାତ ଶିଶୁ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦)-: ମାଆ ଲାଗି ଅଲୋଡ଼ା ସାଜିଲା ନବ ଜାତଶିଶୁ । ଏକ କିଆବୁଦା ମୁଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ ।ମାଆର ବାତ୍ସଲ୍ୟ ଯେ ନିଜର ଜନ୍ମିତ ଶିଶୁପାଇଁ ଅଲୋଡ଼ା ହୋଇପାରେ ଏହି ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ ।
Read More...

ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦) - : ଗଂଜାମ ଜିଲ୍ଲା  କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ବାଉଁଶିଆ ବି. ନୂଆପଲ୍ଲି ଗାଁ ପୋଖରୀ ରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ ବିଷ୍ପୋରଣ ଘଟିଥିବା ଜଣାପଡିଛି  । ଏହି ବିସ୍ଫୋରଣରେ ତିନି ଜଣ ଶ୍ରମିକ ଆହତ ହୋଇଥିବା ସୂଚନା
Read More...

ଖବର ପ୍ରକାଶନ ନେଇ ସାମ୍ବାଦିକ ଙ୍କୁ ହତ୍ଯା ଧମକ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୪.୦୬.୨୦୨୦)-: ଗୋଟିଏ ଖବର ପ୍ରକାଶନ କୁ ନେଇ ଚାରି ଜଣ ଅସାମାଜିକ ଯୁବକ ଦୈନିକ ସମାଜ ର ପୋଲସରା ପ୍ରତିନିଧି ଙ୍କୁ ହତ୍ଯା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଦୈନିକ ସମାଜ ର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାସ ଥାନାରେ ଦେଇଥିବା ଅଭିଯୋଗ
Read More...

ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୪.୦୬.୨୦୨୦)-: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଜପତି ଜିଲ୍ଲାର ଜଣେ ଡିଏସ୍‌ପିଙ୍କ ପତ୍ନୀ ବୋଲି ସୂଚନା ମିଳିଛି । ଉକ୍ତ ମହିଳା ଙ୍କ ନାମ ସୁଷମା ପ୍ରଧାନ,
Read More...