Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Yearly Archives

2020

କରୋନା ପାଇଁ ବିଧାୟିକା ଲତିକା ପ୍ରଧାନ ଘର ବାଲକୋନିରେ ଦୀପ ଜାଳିଲେ।

ଗଞ୍ଜାମ, (LR News, ୦୫.୦୪.୨୦୨୦) - : କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ ।ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଘର ବାଲକୋନୀରେ ନିଜ ଝିଅ ସହିତ ମହମବତୀ ଜାଳିଛନ୍ତି । ଏଥିସହ କରୋନା ବିରୋଧରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା
Read More...

ଖୋର୍ଦ୍ଧାରେ ଲକ୍ ଡାଉନ୍ କୁ ବେଖାତିର୍ କରି ବାଇକରେ ଆସି, ଚାଲି କି ଫେରିଲେ।

ଖୋର୍ଦ୍ଧା (LR NEWS,୫।୪ ) କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19 ଉଲଘଂନ କରି ବାଇକରେ ବୁଲୁଥିବା ବାଇକଚାଳକଙ୍କ ଉପରେ କଡା ଆଭିମୁଖ୍ଯ ଗ୍ରହଣ କରିଛି ପ୍ରଶାସନ । ଅତ୍ଯାବଶ୍ଯକ ସାମଗ୍ରୀ କ୍ରୟ ଲାଗି
Read More...

ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା।

ଗଞ୍ଜାମ, (LR News, ୦୫.୦୪.୨୦୨୦) - : ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ
Read More...

ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ଅନ୍ତର୍ଗତ ମାଟିଆସାହି ଗ୍ରାମକୁ କରୋନା ହଟସ୍ପଟ ଘୋଷଣା ହେଲା।

ଗଞ୍ଜାମ, (LR News, ୦୫.୦୪.୨୦୨୦) - : ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ଅନ୍ତର୍ଗତ ମାଟିଆସାହି ଗ୍ରାମ କରୋନା ହଟସ୍ପଟ ଘୋଷଣା ହୋଇଛି । ସେହି ଗ୍ରାମକୁ ସିଲ୍ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହି ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି
Read More...

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳ ର ସ୍ଥିତି ପରଖିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରି ବ୍ରିଜେଶ କୁମାର ରାୟ ।

ଗଞ୍ଜାମ, (LR News, , ୦୫.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳ ର ସ୍ଥିତି ପରଖିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରି ବ୍ରିଜେଶ କୁମାର ରାୟ । କରୋନା ମୁକାବିଲା ପାଇଁ ପୋଲିସ ବିଭାଗ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପମାନ ଙ୍କୁ ଅନୁଧ୍ଯାନ କରି ଖୁସି ବ୍ୟକ୍ତ କରିଛନ୍ତି ।
Read More...

କରୋନା ପାଇଁ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଲେ କୋଦଳା ଏନଏସି ପ୍ରଶାସନ, ସମୀକ୍ଷା କରୁଛନ୍ତି ବିଧାୟିକା।

ଗଞ୍ଜାମ, (LR News, ୦୫.୦୪.୨୦୨୦) - ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି କୋଦଳା ଏନଏସି ପ୍ରଶାସନ ଅଧିକାରୀ ମାନେ ।ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ତହସିଲଦାର ପ୍ରଭାତ
Read More...

ଗଞ୍ଜାମ ଜିଲ୍ଲାକୁ ଜିଲ୍ଲାପାଳ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି।

ଗଞ୍ଜାମ (LR NEWS, ୦୪.୦୪.୨୦୨୦) - : କରୋନା ଭାଇରସ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ଆଂଶିକ ଶଟ୍ ଡାଉନ ଅର୍ଥାତ୍ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ୫ ଘଣ୍ଟା ର ମହଲତ ମିଳିବ । ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ
Read More...

ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ…

ଭୁବନେଶ୍ୱର, ( LR NEWS ୪/୪/୨୦) ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ।
Read More...

ଲକ୍ ଡାଉନ ସମୟରେ ସରକାରୀ ହାଇସ୍କୁଲରେ ଅନଲାଇନ ଲାଇଭକ୍ଲାସ୍।

ଭୁବନେଶ୍ବର (LR NEWS, ୪/୪/୨୦) ଭୁବନେଶ୍ଵର, ଯଦୁପୁର ଠାରେ ଥିବା ସୟଦ ମମତାଜ ଅଲ୍ଲୀ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାମାନଙ୍କ ନିମିତ୍ତ ଶିକ୍ଷା ବର୍ଷ ପ୍ରାରମ୍ଭରୁ ଅନ୍ ଲାଇନ ଲାଇଭ୍ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। କରୋନା ଭୂତାଣୁ ରୋକିବା ଉଦ୍ଦେଶ୍ୟରେ
Read More...

କୋଦଳା ପୋଲିସ ପକ୍ଷରୁ ପଣା ବଣ୍ଟନ ।

ଗଞ୍ଜାମ, (LR News, , ୦୪.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପକ୍ଷରୁ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଲକ୍ ଡାଉନ ଯୋଗୁ କୋଦଳା ବଜାର ସ୍ଥିତ ସମସ୍ତ ଥଣ୍ଡା ପାନୀୟ ଦୋକାନ ବନ୍ଦ ଥିବା କୁ ଆଖିଆଗରେ ରଖି ବଜାରକୁ
Read More...