ଅବ୍ୟକ୍ତ ହରିହର ଖାଡ଼ଙ୍ଗା ହେଲେ ଯୁବ ବିଜେଡି ରାଜ୍ୟ ଉପସଭାପତି।
ଖୋର୍ଦ୍ଧା LR NEWS:୨୮/୧୨/୨୫:ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ପଦୋନ୍ନତି ପାଇ ନିଯୁକ୍ତ ହୋଇଛନ୍ତି।ଗତ ୨୦୨୦ ରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା କେଉଁଝର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।ବହୁ!-->…
Read More...
Read More...