Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲକ୍ ଡାଉନ ସମୟରେ ସରକାରୀ ହାଇସ୍କୁଲରେ ଅନଲାଇନ ଲାଇଭକ୍ଲାସ୍।

ଭୁବନେଶ୍ବର (LR NEWS, ୪/୪/୨୦) ଭୁବନେଶ୍ଵର, ଯଦୁପୁର ଠାରେ ଥିବା ସୟଦ ମମତାଜ ଅଲ୍ଲୀ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାମାନଙ୍କ ନିମିତ୍ତ ଶିକ୍ଷା ବର୍ଷ ପ୍ରାରମ୍ଭରୁ ଅନ୍ ଲାଇନ ଲାଇଭ୍ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।

କରୋନା ଭୂତାଣୁ ରୋକିବା ଉଦ୍ଦେଶ୍ୟରେ ଭୁବନେଶ୍ଵର ସହର ଲକଡାଉନ ଓ ସଟ୍ ଡାଉନ୍ ଅବସରରେ ସମସ୍ତ ବିଦ୍ୟାଳୟ ବନ୍ଧ୍ ଥିବାରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଠ ପଢା ଅନ୍ ଲାଇନ୍ ମାଧ୍ୟମରେ ଲାପଟପ୍, ଟେଲିଭିଜନ୍ ଓ ସ୍ମାଟ୍ ଫୋନ ଦ୍ଵାରା ଜାରି ରଖାଯାଇଛି। କିଛି ଅବୁଝା ରହିଗଲେ ଶିକ୍ଷକଙ୍କୁ ଲାଇଭ୍ ପ୍ରଶ୍ନ ପଚାରି ସନ୍ଦେହ ଦୂର କରାଯାଇ ପାରୁଛି। ଏହାଦ୍ଵାରା ଛାତ୍ର ଛାତ୍ରୀମାନେ ଉପକୃତ ହେଉଛନ୍ତି ବୋଲି ପ୍ରଧାନ ଶିକ୍ଷକ ଡ଼ ନିରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

eighteen − 7 =