Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Yearly Archives

2026

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦଘାଟିତ

ଖୋର୍ଦ୍ଧା,୧।୯(LR NEWS):ଓଡିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ଯ ରେ ବିଶ୍ବହିନ୍ଦୁ ପରିଷଦ, ଖୋର୍ଦ୍ଧା ସହଯୋଗ ରେ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଶ୍ରୀ ଜଗନ୍ନାଥ ଭଜନ ସମାରୋହ ସହ ମହାପ୍ରଭୁଙ୍କ କଥାମୃତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
Read More...

ଓଡିଶା ଅନୁକମ୍ପାମୂଳକ ଯୋଜନା ମାଧ୍ୟମରେ ଚାକିରୀ କରିଥିବା କର୍ମଚାରୀ ମଞ୍ଚ ତରଫରୁ ପ୍ରଥମ ଅଧିବେଶନ।

ଖୋର୍ଦ୍ଧା ( LR NEWS) ତା ୨୩/୦୮/୨୬ ରିଖ ରେ ଖୋର୍ଦ୍ଧା ଗୀତା ଭବନ ପରିସରରେ ଅନୁକମ୍ପା ମୂଳକ ଯୋଜନା
Read More...

ଖୋର୍ଦ୍ଧା ସଦର ଥାନା ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି।

ଖୋର୍ଦ୍ଧା (LR NEWS) ଖୋର୍ଦ୍ଧା ସଦର ଥାନା ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ଥାନା ନିରୀକ୍ଷକ ବାସୁଦେବ ଜୟସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।
Read More...

ଟାଙ୍ଗି ଥାନା ରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ଟାଙ୍ଗି, ୧୭/୦୮: (LR NEWS): ସ୍ୱାଧୀନତାର ୮୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି ସାରା ଦେଶରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ଗରିମାର ସହ ପାଳନ କରାଯାଇଛି। ଟାଙ୍ଗି
Read More...

ବାଲୁଗାଁ ବନାଚଳ ରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ବାଲୁଗାଁ, ୧୬/୦୮: (LR NEWS): ସ୍ୱାଧୀନତାର ୮୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି ସାରା ଦେଶରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ଗରିମାର ସହ ପାଳନ କରାଯାଇଛି। ବାଲୁଗାଁ ବନ
Read More...

ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଭୁବନେଶ୍ବର (LR NEWS ୧୫/୦୮/୨୬) ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା
Read More...

ଡାଳତୋଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା LR NEWS (୧୦/୦୮/୨୬) ଆଜି ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡାଳତୋଳା ସରକାରୀଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଦୁଇ ମହିଳା ଇନ୍ସପେକ୍ଟର ଶ୍ରୀମତୀ ଭାଗ୍ୟଶ୍ରୀ ବେହେରା ଓ ଅନୁପମା ମଲ୍ଲିକ ଉଭୟ
Read More...

ଗୁରୁଜଙ୍ଗ ରେ ରଜ ଉତ୍ସବ ପାଳିତ ।

ଖୋର୍ଦ୍ଧା :LR NEWS ୧୬/୦୬/୨୬: ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ ଖେଳ ପଡିଆରେ ମା ମଙ୍ଗଳା କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ରଜ ଉତ୍ସବ ୨୦୨୬ ମହା ସମାରୋହ ରେ ପାଳିତ ହୋଇଯାଇଅଛି।ଗତ ୧୪ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ରେ ବିଭିନ୍ନ ଷ୍ଟଲ, ରଜ ଦୋଳି,
Read More...

ପ୍ରଧାନମନ୍ତ୍ରୀଙ୍କ ନିରାମୟ ଜୀବନ କାମନା କରି ଦୀପଦାନ।

ଖୋର୍ଦ୍ଧା - LR NEWS -୧୦/୦୪/୨୬ ଭାରତ ବର୍ଷର ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ କ୍ରମାଗତ ଭାବେ ଦୀର୍ଘ ୧୨ ବର୍ଷ ଧରି ରାଷ୍ଟ୍ରର ସେବା କରିବା ସହ ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବାରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସାମୁହିକ
Read More...

ଆଇନ ଷ୍ଟାଇନ ହାଇଅର ସେକେଣ୍ଡାରୀ ସ୍କୁଲର +୨ ବିଜ୍ଞାନରେ ଛାତ୍ର ଓ ଛାତ୍ରୀଙ୍କ କୃତିତ୍ୱ ଲାଭ ।

ଖୋରଧା, LR NEWS ୨୩/୫/୨୦୨୬ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଖୋର୍ଦ୍ଧା ନିକଟସ୍ଥ ବଣିଆଟାଙ୍ଗୀରେ ଅବସ୍ଥିତ ଆଇନ ଷ୍ଟାଇନ ହାଇଅର ସେକେଣ୍ଡାରୀ ସ୍କୁଲରେ ଅଧ୍ୟୟନ କରୁଥିବା ନିରାକାରପୁର ଡିଆ ଗ୍ରାମର ଧନେଶ୍ୱର ସାହୁଙ୍କ ଝିଅ ଶ୍ରୀମତୀ ବନ୍ଦିତା ସାହୁ +୨ ବିଜ୍ଞାନ ବିଭାଗର ୬୦୦ ମାର୍କରୁ
Read More...