ମାସ୍କ ତିଆରୀ ରେ ବ୍ୟସ୍ତ ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାସ୍କ ପିନ୍ଧିବା ପାଇଁ କଡା କଡି ନିର୍ଦ୍ଦେଶ ଥିବା ବେଳେ ଲୋକମାନେ ଧୀରେ ଧୀରେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାସ୍କ ର ଯେ ଭଳି ଅଭାବ ନ ରହିବ!-->…
Read More...
Read More...