Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୋଲିସ ର ଯାନବାହାନ ଯାଂଚ ବେଳେ ଆମ୍ବୁଲାନ୍ସ ଭିତରୁ ମିଳିଲା ଗଞ୍ଜେଇ, ଦୁଇ ଜଣ ବ୍ୟକ୍ତି ଥାନାରେ ଅଟକ

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୦୪.୧୦.୨୦୨୦) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢା଼ମ୍ବ ଫାଣ୍ଡି ନିକଟରେ ପୋଲିସ ଗାଡି ଯାଞ୍ଚ ବେଳେ ଏକ ଆମ୍ବୁଲାନ୍ସ ଲେଖା ଗାଡ଼ିରୁ ପିପି କିଟ୍ ଘୋଡା ଯାଇଥିବା ଗଂଜେଇ ସହ ଦୁଇ ଗଂଜେଇ ମାଫିଆ ପୋଲିସ ହାତରେ ଧରାପଡ଼ିଛନ୍ତି l ଦିଗପହଣ୍ଡି ଅଂଚଳ ରୁ କୋଦଳା ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସ ଗାଡିକୁ ପୋଲିସ ଗାଡି ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ଥିବା ବେଳେ ଦୁଇ ଜଣଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି l

Leave A Reply

Your email address will not be published.

14 − three =