Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ବେଗୁନିଆ ପଡ଼ା ରେ ମାସ୍କ ବଣ୍ଟନ।
ଗଞ୍ଜାମ , (LR News, ୨୭.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଯୁବ ସାମ୍ବାଦିକ ତଥା ସମାଜସେବୀ ପବିତ୍ର କୁମାର ରାଉତ ମାସ୍କ ବାଣ୍ଟିବା ସହ କରୋନା ଉପରେ ସଚେତନତା କରିଛନ୍ତି ।
Read More...
Read More...
ଲକ୍ ଡାଉନ୍ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ମୋବାଇଲ୍ ମଧ୍ୟ ଜବତ କରାଯିବ ଗଞ୍ଜାମ।
ଗଞ୍ଜାମ, (LR News,୨୬.୦୩.୨୦୨୦) - : କରୋନା କୁ ପ୍ରତିହତ କରିବାପାଇଁ ଲକ୍ ଡାଉନ୍ କୁ ଯେଉଁମାନେ ହାଲକା ଭାବରେ ଗ୍ରହଣ କରି ବାଇକ୍ ରେ ଖୁସି ବ୍ୟକ୍ତ କରିବାକୁ ଚକ୍କର କାଟୁଛନ୍ତି ସେମାନଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ!-->…
Read More...
Read More...
ମହିଳା ସଙ୍ଘ ମଦ ଜବତକରି ପୋଲିସକୁ ଜିମା ଦେଲେ
ଗଞ୍ଜାମ, (LR News ଟୁକୁନା ପ୍ରଧାନ, ୨୬.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବ୍ୟାପିବାରେ ଲାଗିଛି।ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ପଟାପ୍ରାପ୍ତ ଛାପ। ପାଉଚ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି।ପୋଲିସ ଓ ଅବକାରୀ ବିଭାଗର!-->…
Read More...
Read More...
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବେଳେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଖୋର୍ଦ୍ଧା ଏସ.ପି ଙ୍କ ସୂଚନା।
ଖୋର୍ଦ୍ଧା (LR NEWS:26/03/2020):ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ ସାଧାରଣ ଜନତାଙ୍କ ଉଦେଶ୍ୟରେ କହିଛନ୍ତି।
ସେଥିରେ କୁହାଯାଇଛି ଯେ!-->!-->!-->…
Read More...
Read More...
ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା ।
ଭୁବନେଶ୍ବର(ବ୍ୟୁରୋ)LR NEWS 26/3/20: କରୋନା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଆଜି ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ!-->…
Read More...
Read More...
ଆଳୁ ଦର ବୃଦ୍ଧି, ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ସ୍ଥାନୀୟ ସମାଜସେବୀ ଓ ନେତୃବୃନ୍ଦ ମାନେ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୬.୦୩.୨୦୨୦) - : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ , କୁମ୍ଭାରଗାଁ ପଞ୍ଚାୟତ ର କିଛି ରାଜନୈତିକ ନେତୃବୃନ୍ଦ, ସମାଜସେବୀ, ଶିକ୍ଷକ, ଯୁବଗୋଷ୍ଠୀ, ବିଜୁ ଯୁବ ବାହୀନି ର!-->…
Read More...
Read More...
ବାହାରେ ଏକାଠି ବୁଲୁଛନ୍ତି ଜନସାଧାରଣ ନେଇ ଚିନ୍ତା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୫.୦୩.୨୦୨୦) - : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଗ୍ରାମ ରେ ପ୍ରାୟତଃ ଲୋକ ମାନୁଥିବା ବେଳେ ପ୍ରାୟ ବହୁ ଲୋକ ଏହାକୁ!-->…
Read More...
Read More...
ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା , ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ।
ଗଞ୍ଜାମ( LR News, ୨୪.୦୩.୨୦୨୦) - : କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ ନିର୍ଦ୍ଦେଶନାମା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି। ନୂତନ!-->…
Read More...
Read More...
ଗାଁ ମଝିରେ ପଶିଲା ଦନ୍ତା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ।
ଅନୁଗୋଳ : (LR NEWS : ୨୪/୦୩/୨୦୨୦)ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର 'ଖ' ପଞ୍ଚାୟତରେ ଦନ୍ତା ହାତୀ ର ଆତଙ୍କ ଦେଖିବାକୁ ମିଳିଛି। ଗାଁ ମଝିକୁ ଦନ୍ତା ହାତୀ ପଶି ଆସିବାରୁ ଶହ ଶହ ଲୋକ ଘରୁ ବାହାରି ଆସିଥିଲେ। ସୂଚନା ମୁତାବକ ଫୁଲପଡା ଛକ ପାର ହୋଇ ବଉଳି ପାଖେ ପାଖେ ସାନ୍ତରାପୁର!-->!-->!-->…
Read More...
Read More...
ଖୋର୍ଦ୍ଧା ଏସପିଙ୍କ କଡ଼ା ଅଭିମୁଖ୍ୟ : ଲକ୍ଡାଉନ୍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ।
ଖୋର୍ଦ୍ଧା (LR NEWS ୨୩/୩/୨୦) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।!-->!-->!-->…
Read More...
Read More...