Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ କଣ କହୁଛନ୍ତି।
ଭୁବନେଶ୍ୱର (LR NEWS ୪//୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।!-->…
Read More...
Read More...
ଦୁଇ ପରିବାର ଙ୍କୁ ପୋଲସରା ବିଧାୟକ ଙ୍କ ଆର୍ଥିକ ସହାୟତା ସହ ସମବେଦନା ଜଣାଇଛନ୍ତି ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଥରୁ ଓଡିଶା ବସରେ ଫେରୁଥିବା ସମୟରେ ଗତକାଲି ରାତିରେ କଳିଙ୍ଗଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଗୁଡା ଏନ୍ଏସି ଅଞ୍ଚଳର ର ସନ୍ତୋଷ ସେଠୀ ଓ ବୁଗୁଡା ବ୍ଲକ ବରଡିପଲ୍ଲି ଗ୍ରାମର ଚିତ୍ତରଞ୍ଜନ ସେଠୀ ଦୁଇ!-->…
Read More...
Read More...
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କରୋଣ୍ଟାଇନ ସେଣ୍ଟରରୁ ପ୍ରବାସୀ ଓଡିଆ ଙ୍କ ଫେରାର୍ ଘଟଣା, ଜିଲ୍ଲପାଳ ଏବଂ ଏସ୍ ପି…
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : କ୍ବାରେଣ୍ଟାଇନ୍ ସେଣ୍ଟରର ଫାଟକ ଭଙ୍ଗାରୁଜା କରି ପଳାୟନ କରିଥିବା ଶତାଧିକ ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍ ସେଣ୍ଟରକୁ କିଛି ଫେରିଥିବା ବେଳେ ଆଉ କିଛି ଫେରି ନାହାଁନ୍ତି । ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ!-->…
Read More...
Read More...
ପୁଣି କଳିଙ୍ଗା ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୫.୨୦୨୦) - : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍ ପୁଣି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି!-->…
Read More...
Read More...
ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ବସ୍ ଓଲଟିଲା, ସୁରତରୁ ଫେରିବା ବେଳେ ଅଧ ବାଟରେ ଦୁର୍ଘଟଣା ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସିମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍ଟି ଗଞ୍ଜାମ ଯାଉଥିବା!-->…
Read More...
Read More...
ସୁରାଟ ରୁ ଫେରିଲେ ୫୮ ଜଣ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - :କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ ପରେ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ଏବେ ଉଭୟ ରାଜ୍ୟର ସରକାରଙ୍କ ଆଲୋଚନା ପରେ ଘର ବାହୁଡ଼ା ହେଉଛନ୍ତି ଶ୍ରମିକ ମାନେ ।ଆଜି ଗଂଜାମ କୋଦଳା ଠାରେ ପହଞ୍ଚିଛନ୍ତି ୫୮ ଜଣ ଓଡ଼ିଆ!-->…
Read More...
Read More...
ଗଞ୍ଜାମ ଜିଲ୍ଲା ଦଣ୍ଡାସିକୂଳ ମହାସଂଘ ତରଫରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ୨୫୦ଟଙ୍କାର ସହାୟତା ରାଶି…
ଗଞ୍ଜାମ (LR NEWS ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - :ମହାମାରୀ କରୋନା ମୂକାବିଲା ପାଇଁ ସାରା ବିଶ୍ବ ପ୍ରଚେଷ୍ଟା ଚଳାଇଛି।ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ, କର୍ମଚାରୀ ,ବହୁ ବଦାନ୍ୟ ବ୍ୟକ୍ତି ,ସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ନିଜ ନିଜର!-->…
Read More...
Read More...
କରୋନା ମୁକାବିଲା ନେଇ ତାଲିମ ଶିବିର ଅନୁଷ୍ଠିତ ।
ଗଞ୍ଜାମ , (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାରଙ୍କ ନିୟମାବଳୀ ରହିଛି ସେହି ବିଷୟରେ ବିଡିଓ ବେଦବର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବେଗୁନିଆପଡ଼ା ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->…
Read More...
Read More...
ବ୍ରହ୍ମପୁର ରେ ସଚେତନ କରୁଛନ୍ତି ଗଣମାଧ୍ୟମ ର ପ୍ରତିନିଧି ମାନେ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : କରୋନା ପ୍ରଭାବରେ ସାରା ଦେଶରେ ଏବେ ଲକ୍ ଡାଉନ୍ ସ୍ଥିତି । ଏହି ସମୟରେ ଜିଲ୍ଲାକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟ!-->…
Read More...
Read More...
କରୋନା ମୁକାବିଲା ନେଇ ତାଲିମ ଶିବିର ଅନୁଷ୍ଠିତ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୦୧.୦୫.୨୦୨୦) - : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାର ଙ୍କ କଣ ନିୟମାବଳୀ ରହିଛି ସେହି ବିଷୟରେ ଆଜି କୋଦଳା ଏନ୍ ଏ ସି ରେ ଅଙ୍ଗନବାଡି କର୍ମୀ, ଶିକ୍ଷକ, ଏନ୍ ଏ ସି କର୍ମକର୍ତ୍ତା, ଆଶା ଦିଦି, ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ!-->…
Read More...
Read More...