Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅନ୍ ଲାଇନ ହୋଲିଡିଂ ଟିକସ ପୈଠ ସୁଭାରମ୍ବ।

ଖୋର୍ଦ୍ଧା : (LR NEWS ୩୧/୮)ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ଖୋର୍ଦ୍ଧା ପୋୖର ପରିଷଦ ପକ୍ଷରୁ ଅନ ଲାଇନ ହୋଇଡିଂ ଟିକସ ପୈଠ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଖୋର୍ଦ୍ଧା ପୋୖର ପ୍ରଶାସକ ତଥା ଜିଲ୍ଲା ପାଳ ସନତ କୁମାର ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। ପୋୖର
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୩୧.୦୮.୨୦୨୦ ) - :ଆଜି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ବୁଦ୍ଧିଜିବୀ ମଞ୍ଚ ଏବଂ ରମ୍ଭା ଅଞ୍ଚଳ ବୁଦ୍ଧିଜିବୀ ମଞ୍ଚର ମିଳିତ ଆନୁକୁଲ୍ୟରେ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଖୋର୍ଦ୍ଧା ବ୍ଲକ ଡିହ ଖଳା ରେ ବନ୍ୟା ଜଳରେ ଝିଅବୋହୂମାନେ ପାଣି କୁ ଭୟ ନକରି ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା ପାଳନ…

ଖୋର୍ଦ୍ଧା ( LR NEWS ୩୦/୮/୨୦) ବାର ମାସରେ ତେର ପରବ। ସନାତନ ଧର୍ମ ଜଗନ୍ନାଥ ସଂସ୍କୃତିର ବିଜୟ ଧ୍ୱାଜାକୁ ପାଥେୟ କରି ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହିଓଷାକୁ କୁଆଁରୀମାନେ ସ୍ଳବିଶେଷରେ ନବ
Read More...

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍‌…

ବାଣପୁର: LR NEWS( ବାସୁଦେବ ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍‌ ଶୋଚନୀୟ ହୋଇପଡିଛି। ବର୍ଷା ଯୋଗୁଁ ରାସ୍ତା ଉପରେ ପାଣିଜମି ରହିବାଫଳରେ ଲୋକମାନେ ଯିବା ଆସିବା ଲାଗି ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି
Read More...

ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି…

ଖୋର୍ଦ୍ଧା ,୨୯ା୮: (LR NEWS) ଲଘୁଚାପଜନିତ ବର୍ଷା ଓ ହୀରାକୁଦରୁ ଜଳ ନିଷ୍କାସନ ଫଳରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ ରହିଛି। ଏହି
Read More...

ବୁଗୁଡା ବ୍ଳକ ଚାଷୀ ସାର ପାଇବା ପାଇଁ ହନ୍ତସନ୍ତ ବ୍ଯାପକ ମାତ୍ରାରେ କଳାବଜାରୀ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୮.୨୦୨୦)-: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଚାଷୀ ଜମିରେ ସାର ପ୍ରୟୋଗ ପାଇଁ ବ୍ଯାକୁଳ ହେଉଥିବା ବେଳେ ସେମାନେ କୌଣସି ଡିଲର କିମ୍ବା ସମବାୟ ସମିତିରୁ ସାର ପାଇନପାରି ସ୍ଥାନୀୟ କୃଷି କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ
Read More...

ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୭.୦୮.୨୦୨୦ ) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ଅମରେଶ୍ୱର ବିଦ୍ୟାପୀଠ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ
Read More...

ସାତକୋଶିଆ ଅଭୟାରଣ୍ୟରେ ଫୁଟିଲା ବ୍ରହ୍ମକମଳ ପୁଷ୍ପ।

ଅନୁଗୋଳ( LR NEWS 16/8/20) ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦଣ୍ଡସିହା ଗ୍ରାମରେ ପ୍ରସ୍ପୁଟିତ ହୋଇଛି ବ୍ରହ୍ମକମଳ ପୁଷ୍ପ। ଆଇନଜୀବୀ ପ୍ରଦୀପ୍ତ କିଶୋର ସାହୁଙ୍କ ଅଗଣାରେ ଫୁଟିଥିବାର ଲୋକଲୋଚନକୁ ଆସିବାରୁ, ଫୁଲଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକମାନଙ୍କ ର ଭିଡ଼ ଜମିଥିଲା।ଫୁଲଟି
Read More...

୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ।

ଭୁବନେଶ୍ୱର,(LR NEWS) ଚଳିତମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡର ଦୁଇ ୱେବସାଇଟ ଓ ଏସଏମଏସ ଜରିଆରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ
Read More...

ନୂଆ ଡିସିପିଙ୍କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଭିଜିଲାନ୍ସର ମହିଳା ଡ଼ିଏସପିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ…

ଭୁବନେଶ୍ୱର:-(LR NEWS)ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ଏଠାରେ ପୋଲିସ ମଧ୍ୟ ସୁରକ୍ଷିତ ନୁହଁନ୍ତି। ପୂର୍ବରୁ ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ।କିନ୍ତୁ ଏବେ ଏହି ଲୁଟେରା ଗ୍ୟାଙ୍ଗ ପୋଲିସକୁ ଟାର୍ଗେଟ କରି ଲୁଟ କରୁଛନ୍ତି। 
Read More...